Sign in
Sign in
Recover your password.
A password will be e-mailed to you.
ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବର ସେବା ସମ୍ପ୍ରସାରଣ
-ଜିଓଏୟାରଫାଇବର ଶେଷ ମାଇଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ସମଗ୍ର ଓଡ଼ିଶାରେ ପ୍ରତଟି ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୁକ୍ତ କରି ଡିଜିଟାଲ ରୂପାନ୍ତରଣ ଆଣିବ
-ଜିଓଏୟାରଫାଇବର ଟିଭି ଓ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବାରେ ଏକ…
ବେଲଗୁଣ୍ଠାରେ ମକର ଯାତ୍ରା ମହୋତ୍ସବ: ସହସ୍ରାଧିକ ଦର୍ଶକ ସମାଗମ ।
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳାର ୩୦ତମ ବାର୍ଷିକ ଉତ୍ସବ ଅବସରରେ ମକର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି ।ବେଲଗୁଣ୍ଠା ସହର ଗଞ୍ଜାମ ଜିଲ୍ଲାରେ ଏକ ପ୍ରମୁଖ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ…
ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନକୁ ଉତ୍ସବ ରୂପରେ ଭକ୍ତିରେ ପାଳନ୍ତୁ : ମୁଖ୍ୟମନ୍ତ୍ରୀ
https://youtu.be/ijSydwpuWC4
“ବେଲଗୁଣ୍ଠା ସାହିତ୍ୟ ଘରର ମକର ମିଳନ ଉତ୍ସବ ; ଫକୀର ମୋହନଙ୍କ ଲେଖନୀରେ ନାରୀ ଚରିତ୍ରର କ୍ରମ ରୂପାନ୍ତରଣ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ସାହିତ୍ୟ ଘର ଏବଂ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡ଼ଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମକର ମିଳନ ଉତ୍ସବ ତଥା ବ୍ୟାସକବି ଫକୀର ମୋହନ ଜୟନ୍ତୀ,କବିତା ଆସର…
ଶିଶୁର ଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁବିସେଟି ସମ୍ମିଳନୀ କକ୍ଷରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ତରଫରୁ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରେମ୍ ଅନୁଷ୍ଠାନର ସଭାପତି ଜାକୋବ ଥୁଣ୍ଡେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ଗୁଣୁପୁର ଆୟପ୍ପା ମନ୍ଦିରରେ ମକର ସଂକ୍ରାନ୍ତି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟପ୍ପା ମନ୍ଦିରରେ ଶ୍ରୀ ଆୟ୍ୟାପା ସ୍ଵାମୀ ଙ୍କୁ ଆଜି ସକାଳୁ ରୁପା ହାଣ୍ଡିରେ ପଞ୍ଚାମୃତ ଅଭିଷେକ କରାଯାଇଛି। ଏବଂ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆୟପ୍ପା ମନ୍ଦିର ସମ୍ମୁଖ ରେ ଭକ୍ତମାନେ କିପରି ଜ୍ୟୋତି ଦର୍ଶନ…
ବିପ୍ଳବି ବୀର “ଚକରା ବିଷୋୟୀଙ୍କ” ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଞ୍ଜନଗର ଠାରେ ପାଳିତ ହେବ ।
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଚଳିତ ବର୍ଷ {୨୦୨୪}ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ରାଜ୍ୟସ୍ତରୀୟ ଉତ୍ସବ ପ୍ରଥମ ଥର ପାଇଁ ( ରାଜ୍ୟ ସ୍ତରୀୟ) ଭଞ୍ଜନଗର ଠାରେ ଆସନ୍ତା ୨୦ ତାରିଖ ଶନିବାର ପବିତ୍ର ଶାମ୍ବ ଦଶମୀ ରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ପାଳିତ…
ବାଇକ୍ ମୁହାଁମୁହିଁ ଧକ୍କା: ସମିତି ସଭ୍ୟ ଗୁରୁତର,ଦୁଇ ଆହତଙ୍କୁ ଡାକ୍ତରଖାନା ନେଇ ମାନବିକତା ଦେଖାଇଲେ ବେଲଗୁଣ୍ଠା…
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ଗୁରୁତରଙ୍କ ମଧ୍ୟରେ ତନରଡା ସମିତି ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଯୋଧ୍ୟା ବେହେରା ଥିବା ବେଳେ ଅନ୍ୟ ଜଣେ ତନରଡା ଛକରେ ଫାଷ୍ଟ ଫୁଡ୍…
ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ
ଜଗତସିଂହପୁର,ତା-୧୫.୦୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ - ୨୦୨୪ ବିଶିଷ୍ଟ ବାଗ୍ମୀ ଓ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ…
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପଡିଆ ରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ଵାରା ସମସ୍ତ ଖାଦ୍ୟ ଷ୍ଟଲ୍ ଯାଞ୍ଚ
ଭବାନୀପାଟଣା(ରୋହିତ କୁମାର ନାଏକ )ଶାସକ ପ୍ରଶାସକ ::-ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ଘୁମୁରା- 2024 ର ପ୍ରଥମ ଦିନ ୧୪.୧.୨୦୨୪ ତାରିଖରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଖାଦ୍ୟ ଯାଞ୍ଚ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…