ପତି ଆଉଟ, ପତ୍ନୀ ଇନ

0 1

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଟିକଟ କଟିଛି | ହେଲେ ଘର ଭିତରେ ରହିଛି ଟିକଟ |ଅର୍ଚ୍ଚନା ରେଖା ବେହେରାଙ୍କୁ ବିଜେଡି ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ କରିଛି | ଅର୍ଚ୍ଚନା ହେଉଛନ୍ତି ରଘୁନାଥପଲ୍ଲୀ ବିଧାୟକ ସୁବ୍ରତଙ୍କ ସହଧର୍ମିଣୀ ।

Leave A Reply

Your email address will not be published.