ଶିଖରପୁରରେ ସି.ପି.ଆଇ.ଏମ୍ ର କର୍ମୀ ସମ୍ମିଳନୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶରଣକୁଳ ଥାନା ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ…

ଜିଲ୍ଳାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l

ରାୟଗଡା: ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି)ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ରବିବାର ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅନ୍ତର୍ଗତ…

ବିଜେଡ଼ିରେ ଯୋଗଦେଲେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ଯକ୍ଷା ଓ ୧୬ ସମିତି ସଭ୍ୟ

ଭୁବନେଶ୍ୱର, ୨୫/୦9/9 ୦୨/୨୦୨୪: କଳାହାଣ୍ଡି ଜିଲ୍ଲା ଅନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ଯକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ,…

ନିଖିଳ ଓଡ଼ିଶା ଵାଣାୟତ ଓଡ଼ିଆ ସମାଜ ବୈଠକ ।

ଖଲ୍ଲିକୋଟ/ଶିବରାମ ଜେନା,ଶାସକ ପ୍ରଶାସକ: ରବିବାର ଦିନ କହ୍ନେଇ ପୁର ସ୍ଥିତ ମାଁ ରାହାଣ ଦେଵୀ ମନ୍ଦିର ପୀଠରେ, ଖଲିକୋଟ ତାଲୁକା ର ନିଖିଳ ଓଡ଼ିଶା ଵାଣାୟତ ଓଡ଼ିଆ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି | ଖଲ୍ଲିକୋଟ ତାଲୁକା ଖଲ୍ଲିକୋଟ,ଵିରୁଳି ଓ ବାଣପୁର କୁ ନେଇ ଗଠିତ ହୋଇଥିବାବେଳେ ଏହାର…

ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ଗାଇସିଲାଟ/ମନ ଡନସନା- କୋଶଲ ସଂସ୍କୃତି ଅନୁଷ୍ଠାନ ଓ ତ୍ରିଲୋଚନ ନେତ୍ରାଳୟ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ ଜଣ ରୋଗୀଙ୍କ ଆଖି ପରକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୭ ଜଣ ଆଖି ଅସ୍ତ୍ରୋପଚାର ପାଇଁ ଯାଇ ଛନ୍ତି ।ଏହି ଚକ୍ଷୁ ଚିକିତ୍ସା…

ବରିଷ୍ଠ ଆଇନଜୀବୀ, ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି, ଶ୍ରମିକ ନେତା ତପନ ପ୍ରସାଦ ସାହା ଙ୍କ ବିୟୋଗରେ ସି ପି ଆଇ…

ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ର ବରିଷ୍ଠ ଆଇନଜୀବୀ ତଥା ରାଉରକେଲା ଓକିଲ ପୂର୍ବତନ ସଭାପତି, ବାମପନ୍ଥୀ ନେତା ତଥା ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ର ପୂର୍ବତନ ସଦସ୍ୟ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ ଆସୋସିଏସନ୍ ଭଳି ଅନେକ ଶ୍ରମିକ ସଂଗଠନର…

ଅବସରପ୍ରାପ୍ତ ଇସ୍ପାତ ସଂଘର ବାର୍ଷିକୋତ୍ସବ

ରାଉରକେଲା(ବସନ୍ତ କୁମାର ଜେନା): ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ ଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ଵ ତଥା କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଙ୍କ…

ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ଆଇନ ମହାବିଦ୍ୟାଳୟର ଦ୍ବିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଡ ସୁମନ…

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ସେବା କାର୍ଯ୍ୟ

ରାଉରକେଲା: ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଅନୁଷ୍ଠାନ ଏବଂ ଶ୍ରଦ୍ଧା ଅନୁଷ୍ଠାନ , ସେକ୍ଟର ୧୬ ର ଅନ୍ତେବାସୀଙ୍କ ସୁଖଦୁଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା । ସଂଗଠନ ର ସଭାପତି ବିଶ୍ବଜିତ ରାଉତ ଙ୍କ…

ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ।

ରାଉରକେଲା(ବସନ୍ତ କୁମାର ଜେନା): ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବଣାଇଁ ରାଜା ସାହେବ ବୀର କେଶରୀ ଇନ୍ଦ୍ର ଦେଓ ଦେଵ ମୁଖ୍ୟ ଅତିଥି ଭାବେ…