ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବ – ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡାର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ • ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷ ଧରି ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି • ପାନୀୟ ଜଳ, ଜଳସେଚନ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଦୋହରାଇଲେ କେନ୍ଦ୍ରମନ୍ତ୍ରୀ • ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି…

୨୪ ବର୍ଷ ପରେ ଓଡ଼ିଶାରେ ହେବ ବିଜେପି ସରକାର – ଧର୍ମେନ୍ଦ୍ର ପ୍ରଧାନ

ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • କାମାକ୍ଷାନଗର, ଆଠମଲ୍ଲିକ ଓ କୁଚିଣ୍ଡାରେ ଦଳୀୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ହେଲେ ସାମିଲ • ଏଥର ନିର୍ବାଚନରେ ଲୋକମାନେ ବିଜେଡିକୁ ହଟାଇ ବିଜେପିର ସରକାର କରିବେ • ପ୍ରଧାନମନ୍ତ୍ରୀଙ୍କ…

କଟକ ବାରବାଟୀର ବିଜେପି ବିଧାନସଭା ପ୍ରାର୍ଥୀ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ନାମଙ୍କନ ଦାଖଲ.

କଟକ ୬/୫(ଶାସକ ପ୍ରଶାସକ ): କଟକ ବାରବାଟୀ ବିଧାନସଭା ପ୍ରାର୍ଥୀ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଆଜି ଦିବା ୮ଘଟିକା ୪୦ମିନିଟ ସମୟରେ ମା କଟକ ଚଣ୍ଡୀଙ୍କ ପାଖରୁ ପୂଜାର୍ଚନା କରି ବିଶାଳ ରାଲିରେ ନାମଙ୍କନ ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାଯ୍ୟଳୟକୁ ବାହାରିଥିଲେ. ତାଙ୍କ ସହିତ ସାଂସଦ…

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ ଗାଡ଼ି ମାଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

ରାୟଗଡ:-ତା.୬/୦୫- ରାୟଗଡା ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ ,ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ବିଭିନ୍ନ ଘରୋଇ ଗାଡିଗୁଡିକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପାଇଁ ଆର୍ଟିଓଙ୍କ…

ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ଯୁବ ସାମ୍ବାଦିକ ସେକ କୌଶର

ବାଲୁଗାଁ :ଆଜି ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌସର । ଶତାଧିକ ସମର୍ଥକଙ୍କ ଗହଣାରେ ପଟୁଆରେ ବାହାରି ଖୋର୍ଦ୍ଧାର ତୋଟାପଡା ଛକଠାରୁ ଆସି ଖୋର୍ଦ୍ଧାର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ସେକ କୌଶର । ସେଠାରେ…

ସିଏଚ୍‌ଆର୍ ଦ୍ୱାରା ସିମେନ୍ ଆନାଲିସିସ୍ ସମ୍ପର୍କିତ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର, ମଇ ୬: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର) ଏବଂ ଇଣ୍ଡିଆନ୍ ଫର୍ଟିଲିଟି ସୋସାଇଟିର ମିଳିତ ସହଯୋଗରେ ଗତ ଶନିବାର ‘ସିମେନ୍ ଆନାଲିସିସ୍ ମେଡ୍ ଇଜି: ମାନୁଆଲ୍ ଆଣ୍ଡ ଅଟୋମେଟିକ୍‌’ ଶୀର୍ଷକ…

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ଗ୍ରୀଷ୍ମକାଳୀନ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୬/୦୫: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ…

ନାମାଙ୍କନ ଭରିଲେ ଅରୁଣ : ୩୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ହାଇ ଭୋଲ୍ଟେଜ ରାଲି

ଶଙ୍ଖ ମୟ ହେଲା ନୟାଗଡ଼ ସହର ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଆଜି ତାଙ୍କର ନାମାଙ୍କନ ପତ୍ର ଭରିଛନ୍ତି । ଏକ ଶେଭାଯାତ୍ରାରେ ଆସି ପ୍ରାୟ ୩୦ ହଜାର କର୍ମୀଙ୍କୁ ଧରି ଶ୍ରୀଯୁକ୍ତ ସାହୁ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ ।…

ରାଜ୍ୟସ୍ତରୀୟ ସାମାଜିକ ଲିଙ୍ଗଗତ ସମତା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର:ଓଡିଶାର ସମସ୍ତ ୩୦ ଗୋଟି ଜିଲ୍ଲାରୁ ଆସିଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ "ଅଣ୍ଡରଷ୍ଟାଣ୍ଡିଂ ଜେଣ୍ଡର ଆଣ୍ଡ ଫାସିଲେଟେସନ ସ୍କିଲ୍' ସମ୍ପର୍କିତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ରାଜ୍ୟ ସମ୍ବଳ ଦଳମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ…

ୱଣ୍ଡେର୍ଲା ଭୁବନେଶ୍ୱର ସ୍ୱତନ୍ତ୍ର ସଫ୍ଟ ଲଞ୍ଚ୍‌ ଅଫର ଘୋଷଣା କରୁଛି: ଟିକେଟ ମାତ୍ର ୬୪୯ ଟଙ୍କା ରୁ ଆରମ୍ଭ ହେଉଛି

ଭୁବନେଶ୍ୱର: ଭାରତର ସର୍ବବୃହତ ମନୋରଂଜନକାରୀ ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ କୁମ୍ଭାରବସ୍ତ, ଭୁବନେଶ୍ୱରଠାରେ ତାହାର ମନୋରଂଜନକାରୀ ପାର୍କର ମେ ୨୪ ତାରିଖରେ ସଫ୍ଟ ଲଞ୍ଚ ପୂର୍ବରୁ ସ୍ୱତନ୍ତ୍ର ପୂର୍ବ ଶୁଭାରମ୍ଭ ଅଫର ସମ୍ପର୍କରେ ଘୋଷଣା କରିଛି । ୱଣ୍ଡେର୍ଲା ହଲିଡେଜ୍‌ ସମ୍ପ୍ରତି କୋଚି,…