ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ

ଭୁବନେଶ୍ୱର , ମଇ ୫ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତର ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ବିଏସ୍‌କେୱାଇ ହସ୍ପିଟାଲ୍‌ର ମାନ୍ୟତା ପାଇଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ପରିଚାଳନା ନେଇ ଶ୍ରେଷ୍ଠ କୋଭିଡ ହସ୍ପିଟାଲ୍…

ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

 କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା କାଲି ୮ ତାରିଖ ଦିନ ଭବାନୀପାଟଣା ଏବଂ ରାୟଗଡାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ  ଛତିଶଗଡ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ୮ ତାରିଖ ଦିନ ନବରଙ୍ଗପୁର ଲୋକସଭା ଅନ୍ତର୍ଗତ କୋଟପାଡ ଓ ଉମରକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗ…

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ଅଚ୍ୟୁତ ସାମନ୍ତ ମେ ୨ ତାରିଖରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସେ ଦେଇଥିବା ସତ୍ୟପାଠରେ ତାଙ୍କ ନାମରେ ୧୦ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କ ପାଖରେ ନଗଦ ୨୦ ହଜାର…

ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା ୨୫ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିଶାଳ ରୋଡ ସୋ, ରାସ୍ତାର ଦୁଇପାର୍ଶ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଦେଲେ ଜନତା ବିରୋଧୀଦଳ ବିଜେପି ଉପରେ କଲେ ପ୍ରଚଣ୍ଡ ଆକ୍ରମଣ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି, ମୁଖ୍ୟମନ୍ତ୍ରୀଙ୍କୁ…

ପାଣ୍ଡିଆନଙ୍କ ପଦ୍ମପୁର ଗସ୍ତ:ସଭାସ୍ଥଳ ପରିଦର୍ଶନ କଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତାକାଲି ବିଜେଡି ଦଳର ମଙ୍ଗୁଆଳ ଭି.କେ ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ଖେଳିଯାଇଛି। ଏଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବାବେଳେ, ସ୍ଥାନୀୟ ଅଶୋକ ପଡିଆରେ ଏହାର ବ୍ୟାପକ ପ୍ରସ୍ତୁତି…

ଭୋଟର ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ବିଧାୟିକା ବର୍ଷା ସିଂ ବରିହା : ଅଂଶୁଘାତ ପ୍ରତି ବିପଦ ରହିଥିବା ରୁ ସନ୍ଧ୍ୟା ରେ…

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଏବେ ପଦ୍ମପୁର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି ।ଏଭଲି ପ୍ରତିକୂଳ ଅବସ୍ଥାରେ ନିର୍ବାଚନ ପ୍ରଚାର କରିବା ସମ୍ଭବ ହେଉନାହିଁ ।ଫଳରେ ସଂନ୍ଧ୍ୟା ସମୟରେ ହିଁ ବିଭିନ୍ନ ରାଜନୈତିକ ଦଳ ନେତା ପ୍ରଚାର ରେ ବାହାରୁଛନ୍ତି ।ଆଭ୍ୟନ୍ତରୀଣ ଅଞ୍ଚଳ ର…

ମିଠାପାଲି ରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ: ଯୋଗଦେଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଠାରେ ଚବିଶ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ମଙ୍ଗଳବାର ପୂର୍ଣ୍ଣାହୁତି ଦିନରେ ବିଜେଡି ଦଳର ଦକ୍ଷ ଯୁବ ସଂଗଠକ ତଥା ଯୁବନେତା…

ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ଓ ବାଣୀ କଲ୍ୟାଣ

ବାସୁଦେବପୁର - ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ଦେଖିବାକୁ ମିଳୁଛି ବିଜେପି ପକ୍ଷରୁ ମାରାଥନ ବୈଠକ, ମାରାଥନ ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା। ଏହି କ୍ରମ ରେ ଷୋମବାର ଦିନ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବାଣୀ କଲ୍ୟାଣ ମହାନ୍ତି କରିଥିଲେ ଶକ୍ତି ପ୍ରଦର୍ଶନ। ବିଶାଳ ବାଇକ…

ଦିଲ୍ଲିପ ରାୟ ଓ ଜୁଏଲ ଙ୍କ ପାଇଁ ପ୍ରଚାର କଲେ ସଚେତନ ନାଗରିକ ମଞ୍ଚ

ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲା ସଚେତନ ନାଗରିକ ମଞ୍ଚ ଏଥର ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛି l ଦିଲ୍ଲୀପ ରାୟଙ୍କ ଭଳି ନିଆରା ବ୍ୟକ୍ତିତ୍ୱ ନିର୍ବାଚନ ଲଢ଼ୁଥିବାରୁ ମଞ୍ଚ ଆସିଛି ଆଗକୁ l କାରଣ ରାଉରକେଲାର ବାସ୍ତବ ବିକାଶ ଓ ଏହାକୁ ଆଗେଇ ନେବାର ଦକ୍ଷତା…

ମାରାଥନ ପ୍ରଚାରରେ ବର୍ଷା ସିଂ ବରିହା : ମିଳୁଛି ବିପୁଳ ଜନ ସମର୍ଥନ ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁମୁନିବାହାଲି, ପଥୁରୀ, ପୁଢ଼େରଖାଏର, ସାଲେବାହାଲି,…