ମାରାଥନ ପ୍ରଚାରରେ ବର୍ଷା ସିଂ ବରିହା : ମିଳୁଛି ବିପୁଳ ଜନ ସମର୍ଥନ ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁମୁନିବାହାଲି, ପଥୁରୀ, ପୁଢ଼େରଖାଏର, ସାଲେବାହାଲି,…

ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଦିଲୀପ ମଲ୍ଲିକ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ  ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ହୋର୍ଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ସରକାରୀ ଚିହ୍ନ/ଲୋଗୋକୁ ବ୍ୟବହାର କରୁଛନ୍ତି  ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର…

ବିଜେଡିର ବିଶାଳ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ପାଣ୍ଡିଆନ

ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ସ୍ଥିତ ଶ୍ରୀକୃଷ୍ଣ ନଗର ଠାରେ ଆଜି ବିଜେଡି ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଦଳ କୁ ପୁଣିଥରେ ଜିତାଇବା…

ରାସ୍ତା ନାହିଁ ତ ଭୋଟ ଦେବୁନି : ପୋଷ୍ଟର ବ୍ୟାନର ମାରିଲେ ଗ୍ରାମବାସୀ

ତେନ୍ତୁଳୀଖୁଣ୍ଟି ବ୍ଲକ ((ଶାସକ ପ୍ରଶାସକ/କୃପାନିଧିଙ୍କ ରିପୋର୍ଟ): ନବାରବଗପୁର ତେନ୍ତୁଳୀଖୁଣ୍ଟି ବ୍ଲକ ଲମିତା ଗୁଡା ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗୁଡା ଗ୍ରାମ ଆଜି ତା 5 5 2024ରିଖ ଖୁଣ୍ଟିଆଗୁଡା ଗ୍ରାମବାସି ବ୍ୟାନର ମାଧ୍ୟମ ରେ ବହୁତ ଗୁଡିଏ ସ୍ଥାନରେ ପୋଷ୍ଟର ମାରି ନିଜ଼ର ଅଭିଯୋଗ…

ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ ନିବାସ ନିକଟରେ ଥିବା ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ…

“ବିଜୟ ସଂକଳ୍ପ ସମାବେଶ “

 ( ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ; ବ୍ରହ୍ମପୁର,/୬/୫/୨୪: ଆଜି ସ୍ଥାନୀୟ କନିଷି ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଵିଜ଼ୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏକ ଅପୂର୍ବ ଜ୍ୟୋତି ର…

“ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି, କଂଗ୍ରେସ ପରାଜିତ ହୋଇ ସାରିଛି”

ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ଚାରି ତାରିଖରେ ବିଜେପି ଜିତିବ, ଛ ତାରିଖରେ ମୁଖ୍ୟମନ୍ତ୍ରୀ ବଛାହେବେ ଓ ୧୦ ତାରିଖରେ ବିଜେପି ସରକାର ଓଡ଼ିଶାରେ ଗଠନ ହେବ ଓଡିଶାର ଲୋକମାନେ ବିଜେପିକୁ ଏକମାତ୍ର ଦଳ ଭାବରେ ଦେଖନ୍ତି ଯିଏ…

ବହୁ ଦିନ ହେଲା ବି.ଜେ.ପି ଦିନରେ ସ୍ବପ୍ନ ଦେଖୁଛି – ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା, ଖଡିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ଯୋଜନାର ସୁଫଳ ସଂପର୍କରେ ଲୋକଙ୍କ ମତାମତ ଲୋଡିଲେ, ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ ବିରୋଧୀ ମିଛ କହୁଛନ୍ତି,…

ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନକୁ ଚାଷୀଙ୍କ ବିରୋଧ

ପାରାଦ୍ଵୀପ- ଜେଏସଡବ୍ଲୁ କମ୍ପାନୀ ର ସ୍ଲରୀ ପାଇପଲାଇନ୍ କୁ ଚାଷୀ ଙ୍କ ବିରୋଧ | କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ଏହି ସ୍ଲରୀ ପାଇପଲାଇନ୍। ଜମି ମାଲିକ ମାନେ ଏହାକୁ ବିରୋଧ କଲେ ହାତାହାତି ହେବାକୁ ପଛାଉ ନାହାଁନ୍ତି ଠିକାଦାର।ଏପରିକି ଚାଷୀଙ୍କ ନାମରେ ନାମରେ…

କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପାରାଦୀପ ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେଡି ଓ କଂଗ୍ରେସ କର୍ମୀ ସମ୍ପଦଙ୍କ…

ପାରାଦୀପ: କୁଜଙ୍ଗ ବ୍ଲକ ବଡବାଲିକଣି ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି I ଜ଼ିରୋପଏଣ୍ଟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏହି ମିଶ୍ରଣ ପର୍ବ ରେ ନୂତନ ଭାବରେ ସାମିଲୀ ହୋଇଥିବା କର୍ମୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ପାରାଦୀପ…