ଯୁବ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ।

5

ବାସୁଦେବପୁର – ଯୁବ କଂଗ୍ରେସ ପକ୍ଷ ରୁ ପ୍ରତିଷ୍ଠା ଦିବସ ପାଳନ ବାସୁଦେବପୁର ରେ ହୋଇ ଯାଇଛି। ଏହି ଅବସର ରେ ପତାକା ଉତ୍ତୋଳନ କରିବା ସହ ବୃକ୍ଷ ରୋପଣ ବାବା ବଳିଆ ଆଶ୍ରମ ଠାରେ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ ବେହୁରା ଙ୍କ ନେତୃତ୍ ରେ ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏହା ଅବସର ରେ ବାସୁଦେବପୁର ନଗର ଜୁନ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ, ଅକ୍ଷୟ କୁମାର ବାରିକ୍, ଲତି କେଶ୍ୱର ନାୟକ, ସନ୍ତୋଷ ପାତ୍ର, ରମେଶ ଚାନ୍ଦ, , ଦୀପକ ନାୟକ, ବାବାଜୀ ମହାକୁଡ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।                                                  

Leave A Reply

Your email address will not be published.