(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) :ସ୍ଥାନୀୟ ଖଲ୍ଲିକୋଟ ର ଏକ୍ସ ସର୍ଭିସ୍ ମେନ୍ ସଂଘ ଭାରତ ପାଳନ କରିଛନ୍ତି ୭୮ତମ ସ୍ବାଧୀନତା ଦିଵସ। ଏଅଵସରରେ ଖଲ୍ଲିକୋଟ ର ଏକ୍ସ ସର୍ଭିସ୍ ମେନ୍ ସଂଘ ଜଗନ୍ନାଥ ମନ୍ଦିର ରୁ ଵାହାରିବସ୍ ଷ୍ଟାଣ୍ଡରେ ପହଁଚି ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।
ଏଅଵସରରେ ଲେଫଟନାଟ କର୍ଣ୍ଣେଲ କିଶୋର କୁମାର ବିଷୋୟୀ, ରତ୍ନାକର ଦାସ, ଶିବରାମ ବେହେରା, ଚକ୍ର ପାଣି ସାହୁ,ହେମନ୍ତ କୁମାର ଜେନା, ରଙ୍କନାଥ ବେହେରା, ଗୋପାଳ ପଲେଇ, ପ୍ରଦୀପ କୁମାର ବେହେରା ଓ ଅନ୍ୟାନ୍ୟ ଏକ୍ସ ସର୍ଭିସ୍ ମେନ୍ ମାନେ ସମବେତ ହୋଇ ଥିବା ବେଳେ ବାଜା ବଜାଇ ରୋଡ଼ ମାର୍ଚ୍ଚିଙ୍ଗ କରି ଥିଲେ। ସବୁଠାରୁ ଗୋରଵ ର ବିଷୟ ,ଉକ୍ତ ଏକ୍ସ ସର୍ଭିସ୍ ମେନ୍ ସଂଘ ର ଭାଇମାନେ ଦେଶରେ ଜାଗ୍ରତ ପ୍ରହରୀ ଭାବରେ ନିଜକୁ ନିୟୋଜିତ କରିଥିଲେ ଏବେ ସମାଜର ସେବା ପାଇଁ ନିଜକୁ ସମର୍ପିତ କରିବା ର ପରିଲକ୍ଷିତ ସୋଇଥିଲା। ଭାରତ ମାତାର ଟେକ ରଖିବା ଆମର କର୍ତ୍ତବ୍ୟ ଉପରେ ଆଲୋକ ପାତ କରିଥିଲେ କିଶୋର କୁମାର ବିଷୋୟୀ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post