ଖଇରା ବ୍କକର ଏ ନୂତନ ଭାବେ ଦ୍ବାୟିତ ନେଲେ ଏମ୍,ଆଇ ସୁବାସିନୀ ସାହୁ

ବାଲେଶ୍ଵର (ବୁଲୁ ଲେଙ୍କା) : ଖଇରା ବ୍କକର ପୂର୍ବରୁ ଥିବା ରମୟୋ ହେମ୍ବ୍ରମ ଏମ୍,ଆଇ ( ମାର୍କେଟ ପରିଦର୍ଶକ) କିଛି ମାସ ପୂର୍ବରୁ ଦେବଗଡ଼ ଜିଲ୍ଲାକୁ ପଦୋନ୍ନତି ପାଇ ଥିଲେ ହେଁ ଚଳିତ ନିର୍ବାଚନ ପାଇଁ ତାଙ୍କ ପଦବୀରୁ ଭାରମୁକ୍ତ ହୋଇନଥିଲେ। ଶ୍ରୀ ହେମ୍ବ୍ରମଙ୍କ ସ୍ଥାନରେ ନୂତନ ଭାବେ ସୁବାସିନୀ…

ସମ୍ବଲପୁରୀ ଦିନ୍ ପାଳନ୍ ଲାଗି ସିର୍ଜିନା ତରଫ୍ନୁ ପ୍ରସ୍ତୁତି ବୈଠକ୍ ।

ପଦମପୁର୍ /ଶିବାଶିଷ ପଟ୍ଟନାୟକ:  ଆସବାର୍ କେ ଥିବା ଅଗଷ୍ଟ ୧ ତାରିକ୍ ଦିନ ସତ୍ୟ ନାରାୟଣ ବହିଦାରଙ୍କର୍ ଜନମ ଦିନ୍ କେ ସମଲପୁରୀ ଦିନ୍ ହିସାବେ ପାଳନ୍ କର୍ବାର ଲାଗି ସିର୍ଜିନା ତରଫ୍ନୂ ଗୁଟେ ପ୍ରସ୍ତୁତି ବୈଠକ ଜିତେଶ୍ୱରୀ ଦାଶ୍ ଙ୍କର୍ ଅଧ୍ୟକ୍ଷତା ନେ ଅନୁଷ୍ଠିତ ହେଇ ଯାଇଛେ l ପଦମପୁର ଟାଉନ୍…

ଟିମ୍ ସହଯୋଗ ର ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ହୋଟେଲ ମଧୁବନ ବିହାର ଠାରେ ଟିମ୍ ସହଯୋଗ ର ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ମୌସମ ପାଗଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକୋତ୍ସବ ରେ ସମାଜ ସେବା ରେ…

ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଦିବସ

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଭୁବନେଶ୍ୱର, ତା.୨୩/୦୬: ବିଜେପିର ବିଚାରଧାରା ଓ ରାଜନୈତିକ ଆନ୍ଦୋଳନର ପ୍ରଣେତା ଥିଲେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ । ସେ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ନେତୃତ୍ୱରେ ୧୯୫୧…

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା “ମା’ଙ୍କ ପାଇଁ ଗଛଟିଏ”

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ପରିସରରେ "ଏକ ପେଡ୍ ମା କେ ନାମ (ମା'ଙ୍କ ପାଇଁ ଗଛଟିଏ)' ଅଭିଯାନ ଅଧୀନରେ "ବଉଳ' ଚାରା ରୋପଣ କରିଛନ୍ତିା ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ଏହାକୁ ନିଜ ମାତା ପରି ସମ୍ମାନ…

ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁ ରେ ବିଦ୍ୟୁତ୍ ଆଘାତରେ ୬ ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ଘଟଣା ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୬ ଜଣ ମାଲିକ ୧,୪୭,୦୦୦ ଟଙ୍କା ସହାୟତା ପାଇବେ…

“ଖଣି ଲୁଟେରା ମାନେ ଜେଲ୍ ଯିବେ : ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ”

କେନ୍ଦୁଝର ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲେ  ୨୦୦ ରୁ ଅଧିକ ସ୍ଥାନୀୟ ସଂଗଠନ   "କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ । ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ। ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି। ଖଣି ଲୁଟେରା ମାନେ…

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ନୂଆଦିଲ୍ଲୀ : କେନ୍ଦ୍ର ଓ ଓଡିଶାରେ ନୂଆ ସରକାର ଗଠନ ପରେ ଓଡିଶାର ନବନିଯୁକ୍ତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଙ୍କୁ ସେମାନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସୌଜନ୍ୟମୂଳକ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଗସ୍ତ

କେନ୍ଦୁଝର ଘଟ ଗାଁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମା ତାରିଣୀଙ୍କ ଦର୍ଶନ କଲେ ଘଟଗାଁ ହାଇସ୍କୁଲ ପଡିଆରୁ ମା'ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ସୋ, ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଲୋକଙ୍କ ସହ ମିଶିବା, ଲୋକଙ୍କ ଭାବାବେଗ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣି…

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନେଲେ ସମୀକ୍ଷା ବୈଠକ

ବଜାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ଯୋଗାଣ କର୍ମଚାରୀମାନଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅସାଧୁ  ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ପରାମର୍ଶ FILE PHOTO ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ…