ରକ୍ତଭଣ୍ଡାର ର କୃତ୍ରିମ ରକ୍ତ ଅଭାବ ରେ ହନ୍ତସନ୍ତ ରୋଗୀ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରକ୍ତ ଭଣ୍ଡାରରେ ଅବ୍ୟବସ୍ଥା ,ରକ୍ତଥାଇ ବି ମିଳୁନି ରୋଗୀକୁ ରକ୍ତ | କୌଣସି କାରଣରୁ ସନ୍ତୋଷିନୀ ଗୌଡ଼ ନାମକ ମହିଳା ଭଞ୍ଜନଗର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରକ୍ତ ଆବଶ୍ୟକ ହେବାରୁ ରକ୍ତଭଣ୍ଡାର ସହ ପରାମର୍ଶ କରିଥିଲେ । କିନ୍ତୁ…

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ, “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା: ୨୭/୦୬/୨୦୨୪ ରିଖ :ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ସ୍କିମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ…

ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ନେଇ ଅସନ୍ତୋଷ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୬/୨୪ ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ତଥା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଅଚାନକ ଦିନ ୧୦ ଘଣ୍ଟ ସମୟରେ ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ । ଆଦର୍ଶ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ…

ନବରଙ୍ଗପୁର ସହର କର୍ମସ୍ଥଳରୁ ତିନି ଶ୍ରମିକ ଉଦ୍ଧାର

ଅଶୋକ ସାହୁ, ଶାସକ ପ୍ରଶାସକ: .ଗୁରୁବାର ଦିନ ଅପରାହ୍ନରେ ନବରଙ୍ଗପୁର ସହରର ଏକ୍ସିସ ବ୍ୟାଙ୍କ ଛକ ଠାରୁ ଦଶହରାପଦା ରାସ୍ତା ପାର୍ଶ୍ଵରେ ଚାଲିଥିବା ଏକ ସରକାରୀ ଠିକା କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ପୋଲିସ ର ମିଳିତ ଚଢ଼ାଉ…

କାଶୀପୁର ପୋଲିସ ଉଦ୍ୟମରେ ଚାରିଜଣ ଶ୍ରମିକଙ୍କୁ ଉଦ୍ଧାର

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଡିକିପଦର ଗ୍ରାମର ୪ ଜଣ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ଆନ୍ଦ୍ରା ରାଜ୍ୟର ନିଦାବୁଲ ଚିଙ୍ଗୁଡି କାରଖାନାକୁ କାର୍ଯ୍ୟକରିବାକୁ ଯାଇଥିଲେ।ସେଠାରେ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା।ଏନେଈ ପରିବାର ଲୋକେ…

ପୁଲିସ ହାତରେ ଧାରା ପଡ଼ିଲା ବେନିୟମ ଆୟୁର୍ବେଦିକ କଫ ସିରପ ଔଷଧ।

।ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ ::ମୟୁରଭଂଜ ଜିଲ୍ଲା ଝରପୋଖାରିଆ ଥାନା ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ଚ୍ଛାପ୍ରା ଢାବା ନିକଟରୁ ବେଆଇନ ଆୟୁର୍ବେଦିକ କଫ ଶିରଫ ଚୋରାରେ ନେଇ ଯାଉଥିବା ବେଳେ ଧରିଲା ପୁଲିସ । ସୂଚନା ଅନୁସାରେ ଜାମଶୋଳା ପଟୁ ରାଜେଶ୍ କୁମାର ଧଡ ନାମକ…

ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବ :ମନ୍ତ୍ରୀ ଶ୍ରୀ…

ଭୁବନେଶ୍ୱର: ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁୁଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଉପରେ ଦକ୍ଷତା ବିକାଶମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତିା ଆଜି…

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ୯୦୦ କୋଟି ପୁଞ୍ଜିନିବେଶରେ ହେବାକୁ ଥିବା ୧୦୨ ମେଗାୱାଟ୍ କ୍ଷମତା ସଂପନ୍ନ ଅକ୍ଷୟଶକ୍ତି…

ଭୁବନେଶ୍ୱର: ୨୭.୦୬: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୧୦୨. ୨୨ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୯୦୩ .୪୧ କୋଟି ଟଙ୍କାର ପୁଞ୍ଜିନିବେଶ…

ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର: ବିଜେଡି

 ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ସରକାର  ତତ୍କାଳୀନ ବିଜେଡି ସରକାର ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା ଭୁୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ…

ଚିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 ତୃଣମୂଳ ସ୍ତର ପର୍ଯ୍ୟନ୍ତ ସରକାରୀ ସେବା ପ୍ରଦାନ କରିବାରେ ବ୍ଲକର ଭୂମିକା ଗୁରୁତ୍ୱପୂର୍ଣ୍ଣ  ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ଦେଲେ ପରାମର୍ଶ ଭୁବନେଶ୍ୱର:ଏ ସରକାର ଲୋକଙ୍କ ସରକାରା ସାଧାରଣ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ ଆମ…