ବିଜେପୁର :- ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ଯାଇ ସଦସ୍ୟତା ଅଭିଯାନ ଆରମ୍ଭ କରିଛନ୍ତି । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଥଲା ଗ୍ରାମ ଠାରେ ରବିବାର ସନ୍ଧ୍ୟା ୫ଟା ପାଖାପାଖିରେ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସୁଶାନ୍ତ ଗଡତିଆ,ଯୋଗୀନ୍ଦ୍ର ପଧାନ,ସୁଶାନ୍ତ ସାହୁ ଇରେନ ସାହୁ, ସୁରେଶ ପଧାନ, ଦୀପକ ସାହୁ ଘର ଘର ବୁଲି ହଜାର ହଜାର ସଂଖ୍ୟାରେ ବିଜେପି ସଦସ୍ୟତା ରେ ଲୋକଙ୍କୁ ଯୋଡ଼ିଛନ୍ତି । ଏହା ସହ ବିଜେପି ସଦସ୍ୟତା କୁ ନେଇ ଲୋକଙ୍କୁ ବୁଝାଉଛନ୍ତି ଜିଲ୍ଲାପରିଷଦ ଶୁଶାନ୍ତ ଗଡତିଆ ।
Sign in
Sign in
Recover your password.
A password will be e-mailed to you.