ଜେକେପୁର ଲକ୍ଷ୍ମୀପତ ସିଙ୍ଘାଣିଆ ସ୍କୁଲରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆୟୋଜିତ

ଜେକେପୁର: ଜୁନ୍ ୨୮, ୨୦୨୪, ଜେକେପୁର ଲକ୍ଷ୍ମୀପତ ସିଙ୍ଘାଣିଆ ସ୍କୁଲରେ ଏକ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ଶିକ୍ଷାଗତ ଉତ୍ସ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀ ସନ୍ଦୀପ କୁମାର ପାଣ୍ଡେ ମହାପ୍ରବନ୍ଧକ,ଶିଳ୍ପ ଏବଂ ଜନ ସଂପର୍କ…

ଗୁଣପୁର ମିଡିଆ କ୍ଲବ୍ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ : ରଘୁ ନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ମିଡ଼ିଆ କ୍ଲବ ଗୁଣପୁର ପକ୍ଷରୁ ସମସ୍ତ…

ବ୍ଲକସ୍ତରୀୟ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ l

ପଦ୍ମପୁର :- ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ବାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ତଥା…

ଲିଭିଗ୍ଂ କାଫେ ର ଶୁଭ ଉଦ୍ଘାଟନ ରେ ନଗର ପାଳ ଓ ବିଧାୟକ ଙ୍କ ଯୋଗଦାନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଭଞ୍ଜନଗର ପୁରୁଣା ବଜାର ସାହିରେ "ଲିଭିଗ୍ଂ କାଫେ" ର ଉଦ୍ଘାଟନ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗର ପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ। ପ୍ରଥମେ ମାନ୍ୟବର ବିଧାୟକ ଓ ନଗର ପାଳ କାଫେ ରେ…

ପାଇକମାଲ ବ୍ଳକ୍ ରେ “ଏକ୍ ପେଡ଼୍ ମା କେ ନାମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ପାଇକମାଳ ବ୍ଲକ କଲୋନି ଠାରେ "ଏକ୍ ପେଡ଼୍ ମା କେ ନାମ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ମୁଖ୍ୟଅତିଥି ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ l ଉକ୍ତ…

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।…

କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ବୃକ୍ଷ ରୋପଣ କଲେ ବିଧାୟିକା l

ପଦ୍ମପୁର :- ପାଇକମାଳ ସ୍ଥିତ କସ୍ତୁରିବା ଗାନ୍ଧୀ ମାତୃ ନିକେତନ ଠାରେ ଏକ୍ ପେଡ଼୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଓ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ,…

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ “କଲ୍ ବିଫୋର ୟୁ ଡିଗ’ ଆପ୍ ସମ୍ପର୍କରେ…

ଭୁବନେଶ୍ୱର:ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସିବିୟୁଡି(CBuD) ମୋବାଇଲ ଆପ୍ ଉପଯୋଗ ଏବଂ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସିବିୟୁଡି (CBuD) ହେଉଛି ଏକ ଅନଲାଇନ୍ ପ୍ଲାଟଫର୍ମ ଯାହା ଦ୍ୱାରା…

ସ୍ୱରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ସ୍ୱରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଖାରବେଳ ନଗରସ୍ଥିତ "ଓଷା' ଭବନଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଶ୍ରୀ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ…

ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତିରାଜ ସଚିବଙ୍କ ସହ ସାରଦାଙ୍କ ଆଲୋଚନା

ପାନୀୟଜଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ସହିତ ଜଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଲେ ମାହାଙ୍ଗା ବିଧାୟକ ଭୁବନେଶ୍ୱର, ୨୭ । ୦୬ : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପ୍ରତି ଘରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେ ନେଇ ଆଜି ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ…