ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭବନେଶ୍ୱର : ମୁଖ୍ୟମନ୍ତ୍ରୀ ଆସନ୍ତା ତା ୦୧.୦୭.୨୦୨୪ ଦିବା ୧୧ ଘଟିକା ସମୟରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ୟୁନିଟ-୫ ସ୍ଥିତ ଭୁବନେଶ୍ବରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ଦିବା ୯ ଘଟିକା ରୁ ୧୨ ଘଟିକା…

ଲଦାଖରେ ସେନା ଟ୍ୟାଙ୍କ ବୁଡି ଯୋଗୁ ୫ ଜଣ ଯବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର:  ଗତ ରାତି ରେ ଲଦାଖରେ ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବା ରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ…

୩୦ରେ ଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ…

ବିକଶିତ ଓଡିଶା ଗଠନ ଆମର ସଂକଳ୍ପ : ବିରଂଚି ତ୍ରିପାଠୀ ଭୁବନେଶ୍ୱର, ତା.୨୮/୦୬ : ଓଡିଶାବାସୀଙ୍କ ଆର୍ଶୀବାଦରେ ଭାରତୀୟ ଜନତା ପାର୍ଟୀ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏଥି ସହ ଦେଶବାସିଙ୍କ ଆର୍ଶୀବାଦ ପାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ…

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ରାଜଧାନୀରେ ବସବାସ କରୁଥିବା ଜଗତସିଂହପୁର ଜିଲ୍ଲାର ଅଧିବାସୀମାନଙ୍କୁ ନେଇ ଗଠିତ ଜଗତସିଂହପୁର ଜିଲ୍ଲା ବକିାଶ ପରିଷଦ ପକ୍ଷରୁ ଆଗାମୀ ତା. ୩୦/୦୬/୨୦୨୪ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଜୟଦେବ ଭବନ ପରିସରସ୍ଥ ଗୀତ ଗୋବିନ୍ଦ ସଦନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛିା ଏହି…

ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣରେ କୃଷି ରପ୍ତାନିରେ ଉନ୍ନତିର ସମ୍ଭାବନା ଉପରେ ଆଲୋକପାତ

 ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ…

ଟ୍ରକ୍ ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ରେ ଯୋଗ ଦେଲେ ବିଧାୟକ l

ପଦ୍ମପୁର :- ବିଜେପୁର ଏନ୍ ଏ ସି ଅନ୍ତର୍ଗତ ଏମ୍. ଗଣ୍ଡପାଲି ରେ ଟ୍ରକ୍ ଧକ୍କାରେ ଦୁରବିନ ସାହୁ ଙ୍କ ମୃତ୍ୟୁ ଘଟିଥିଲା l ଆଜି ତାଙ୍କ ଶୁଦ୍ଧିକ୍ରିୟା ଥିବାବେଳେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗଦେଇ ପରିବାର ବର୍ଗଙ୍କୁ ଭେଟିବା ସହିତ ସମବେଦନା ଜଣାଇଥିଲେ l

ଏକତ୍ର ରାଉରକେଲା ର ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ୨୫ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ନାଟ୍ୟ ଆଲୋଚନାଚକ୍ର ସେକ୍ଟର ୭ସ୍ଥିତ ମଧୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପରୀପ୍ରେକ୍ଷୀରେ ସ୍ବତନ୍ତ୍ର ନାଟ୍ୟ…

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ବସନ୍ତ କୁମାର ଜେନା):ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍ ର କିଛି ପ୍ରକୃତି ପ୍ରେମୀ ସଦସ୍ୟ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ…

ଗଣତନ୍ତ୍ରର ହତ୍ୟା, ମାନବାଧିକାର କ୍ଷୁର୍ଣ୍ଣ, ଗଣମାଧ୍ୟମର କଣ୍ଠରୋଧ , ଅକଥନୀୟ ଅତ୍ୟାଚାର ଥିଲା ଜରୁରୀ କାଳୀନ…

ରାଉରକେଲା, (ବସନ୍ତ କୁମାର ଜେନା): ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩ ,ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ…

ରାସ୍ତା ନିର୍ମାଣରେ ଅନିୟମିତତା, ନିମ୍ନମାନର କାମ ଚାଲିଥିବା ଅଭିଯୋଗ: ତଦାରଖ କରୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ଭବାନୀପାଟଣା (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ଅଭିଯୋଗ…