ଲିଙ୍ଗ ନିରୁପଣ ନିଷିଦ୍ଧ ଆଇନ୍ ୧୯୯୪ ଉପଦେଷ୍ଠା ମଣ୍ଡଳୀ କମିଟି ବୈଠକ ।

ରାୟଗଡ଼ - ଆଜି ରାୟଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନଙ୍କ ଅଧ୍ୟକ୍ଷତା ରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଆଇନ୍ ୧୯୯୪ ଅନ୍ତର୍ଗତ ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ବୈଠକ ବାରିଝୋଲା ସ୍ଥିତ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ…

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନ‌ତା ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ଦିନ) ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ…

ମଶାଣୀର ମାଟିଖୋଳାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ

ଜଗତସିଂହପୁର,ତା-୨୯.୦୬.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ତହସିଲ ଅଧିନରେ ଥିବା ସିଂହାରପୁର ଗ୍ରାମ ପଞ୍ଚାୟତରେ ହୋଇଥିବା ମହାଘୋଟାଲାକୁ ନେଇ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ । ଯାହାକୁ ନେଇ ଆଜି ଶହ ଶହ ପଞ୍ଚାୟତ ବାସୀ ଏକଜୁଟ ହୋଇ ଜଗତସିଂହପୁର ତହସିଲ ସମ୍ମୁଖରେ ବିକ୍ଷୋଭ କରିବା ସହ ଗଣ…

ଜିଲ୍ଲା ସ୍ତରୀୟ ସମନ୍ୱିତ ରୋଗ ସର୍ବେକ୍ଷଣ ସମନ୍ଵୟ ବୈଠକ

ଜଗତସିଂହପୁର,ତା-୨୯.୦୬.୨୦୨୪/ସୁମନ୍ତ କୁମାର ଦାସ; ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱିତ ରୋଗ ସର୍ବେକ୍ଷଣ (ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା,କୁଷ୍ଠ,ଫାଇଲେରିଆ, ହେପାଟାଇଟିସ,ଓ ଟୀକାକରଣ) ଇତ୍ୟାଦିର ସମନ୍ୱୟ ବୈଠକ…

ମା ପାଇଁ ଗଛଟିଏ

ଜଗତସିଂହପୁର,ତା-୨୯.୦୬.୨୦୨୪/ସୁମନ୍ତ କୁମାର ଦାସ: ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଏହି ଅବସରରେ କହିଥିଲେ,…

ସାର ଅଭାବ ନେଇ ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ସାର ଅଭାବ ନେଇ ଆଜି ବ୍ଲକ କୃଷକ ମହାସଂଘ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ହରି ଓମ ଭୋଇ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ରରେ ଡାବୁଗାଁ ଲ୍ୟାମ୍ପ କୁ…

ଡାବୁଗାଁ ରେ ଯୋଗ ଦେଲେ ନୂତନ ଏସ ବି ଆଇ ଶାଖା ପରିଚାଳକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଏସ ବି ଆଇ ଶାଖାର ନୂତନ ଶାଖା ପରିଚାଳକ ଭାବେ ରାଜ ନାରାୟଣ ଦିଗ୍ଗଲ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଦିଗ୍ଗଲ ଚନ୍ଦା ହାଣ୍ଡି ଏସବିଆଇ ର ଶାଖା ପରିଚାଳକ ଭାବେ କାର୍ଯ୍ୟ କରି ଆସୁଥିଲେ। ଡାବୁଗାଁ ଏସ ବି…

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରୁ ଆଜି ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ବିବେକାନନ୍ଦ ମହାପାତ୍ର( ସି ଏମ ୟୁ ପି ଏସ ପଦମପୁର), ଶ୍ରୀ ବିନୋଦ ବିହାରୀ ରଥ,( ସରକାରୀ ୟୁ ପି ଏସ ଦର୍ବେକେଲା), ଶ୍ରୀ ଭୋଳାନାଥ ଭୁଏ, (ସରକାରୀ ୟୁ ପି ଏସ…

ନିଶ୍ଚିନ୍ତକୋଇଲି ବ୍ଲକରେ ମାହାଙ୍ଗା ବିଧାୟକ ଶାରଦା ଏବଂ କଟକସଦର ବିଧାୟକ ପ୍ରକାଶଙ୍କ ସମୀକ୍ଷା ବୈଠକ

https://youtu.be/2Hq3eh-AwMo  ଲୋକମାନଙ୍କ ନିକଟରେ ସରକାରୀ ଯୋଜନା ପହଁଚିବା ଉପରେ ଗୁରୁତ୍ୱ l  (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ଲକ କର୍ମଚାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା…

କିସ୍‍ର ସୁରକ୍ଷା ପାଇଁ ବାହାରିଲେ ଜନଜାତି

ଭୁବନେଶ୍ୱର, ୨୯ ।୬: କିସ୍‍କୁ ଲଗାତାର ବଦନାମ କରାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଭୟଭୀତ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‍ ଖୋଲିବା ପୂର୍ବରୁ କିସ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏଥିପାଇଁ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ…