Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।
ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ କଲେ ଶୋକଵ୍ୟକ୍ତ
ଭୁବନେଶ୍ଵର: ମାଲକାନଗିରି ର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ର…
ଜୀବନରେ ପରିବର୍ତ୍ତନ ଆଣିବା, ରକ୍ତ ଶିକୁଳିକୁ ହରେଇବା, ଆମେ ମିଳିମିଶି ଆରୋଗ୍ୟ ସୁନିଶ୍ଚିତ କରିବା.
ନବରଙ୍ଗପୁର ଶାସକ ପ୍ରଶାସକ, ଅଶୋକ ସାହୁ : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ରକ୍ତ ଶିକୁଳି ରକ୍ତ ହୀନତା ନିରାକରଣ ସଚେତନତା ଅଭିଯାନ 2024 ପାଳିତ ହୋଇଯାଇଛି । ଜୁନ 19 ତାରିଖ ଠାରୁ ଜୁଲାଇ 3 ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମହାବିଦ୍ୟାଳୟର…
ଚର୍ଚାରେ ଡାକ୍ତର ସୁମିତ କୁମାର ମିଶ୍ର
ଗାଇସିଲାଟ /ମନ ଡନସନା - ଚର୍ଚ୍ଚାରେ ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଡାକ୍ତର ସୁମିତ କୁମାର ମିଶ୍ର । ଚୁକ୍ତି ଭିତ୍ତିକ ଡାକ୍ତର ଭାବରେ ଏଠାରେ କାମ ଆରମ୍ଭ କରିବା ଦିନଠୁ ତାଂକର କର୍ତ୍ତବ୍ୟନିଷ୍ଠା ଚିକିତ୍ସା ପଦ୍ଧତି ଅଂଚଳରେ ଭିନ୍ନ ଏକ ଛବି ସୃଷ୍ଟିକରିଛି । ଜଣେ ସୁ ଚିକିତ୍ସକ ଓ…
ଜଳସମ୍ପଦ ବିଭାଗ ଜମିରେ ବେଆଇନ ପକ୍କା ଗୃହ ନିର୍ମାଣ !
କିଏ ଓ କାହିଁକି ନିର୍ମାଣ କରୁଛି ସୂଚନା ନାହିଁ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ
କୁଜଙ୍ଗ ରୁ ସୁଦର୍ଶନ ମଲ୍ଲ : କୁଜଙ୍ଗ ଜଳ ସମ୍ପଦ ବିଭାଗର ତାଳଦଣ୍ଡା ଠାରେ କଟକ ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ମୂଲ୍ୟ ବାନ ଜାଗା ଏବେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ କବଜାରେ।ଏବେ ସେହି ସରକାରୀ ଜମି ଉପରେ…
ପୁନରୁଦ୍ଧାର ହେବ ସମାଜ କଲ୍ୟାଣ ବୋର୍ଡ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ "ଏକ ପେଡ ମା କେ ନାମ' ର ଶୁଭାରମ୍ଭ
ବ୍ୟାଡମିଣ୍ଟନ୍, ଭଲିବଲ କୋର୍ଟ ଓ ଯୋଗ କେନ୍ଦ୍ର ଉଦ୍ଘାଟିତ
ସମାଜସେବୀଙ୍କୁ ଆଗକୁ ଆସି କାର୍ଯ୍ୟ କରିବାକୁ ଦେଲେ ଆହ୍ୱାନ
ଭୁବନେଶ୍ୱର:ଆଜି ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି…
ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍ଭି ଏରୋ; ୟୁଏସ୍ଏରେ ୧୪…
ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…
ମୋ ବସ୍ ଯାତ୍ରୀଙ୍କ ପ୍ରତିକ୍ରିୟା ନେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ା ମହାପାତ୍ର
ଭୁବନେଶ୍ୱର: ୩/୭: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍ରେ ଯାତ୍ରା କରିଛନ୍ତି । ସେତିକି ନୁହେଁ ମୋ ବସ୍ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ…
ବଦ୍ରିଗୁଡା ରେ ମାଁଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ
ନନ୍ଦାହାଣ୍ଡି, ନବରଙ୍ଗପୁର, ଶାସକ ପ୍ରଶାସକ ତା ୦୩/ ୦୭ : ଓଡିଶlର ମାନନୀୟା ଉପମୁଖ୍ଯମନ୍ତ୍ରୀ ଙ୍କ ଆହ୍ଵାନ ତଥା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ନନ୍ଦାହାଣ୍ଡି ତରଫରୁ ମାଁଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ…
କଂଗ୍ରେସ ଡଙ୍ଗାରେ ବିଜେଡି: ଦିଲୀପ ମଲ୍ଲିକ
ବିଜେଡି ଓଡ଼ିଶାରେ ନିଜର ରାଜନୈତିକ ପ୍ରାସଙ୍ଗିକତା ହରାଇବସିଲାଣି
ବିଜେଡି ସରକାର ସମୟରେ ଚାଲିଥିବା “ଜବ୍ ଫର୍ ସ୍କାମ୍” ର୍ୟାକେଟ୍ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ଯୁବତୀ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ହରାଇଥିଲେ
ଭୁବନେଶ୍ୱର, ତା.୦୨/୦୭: ଆଜି ବିଜେଡିର ରାଜ୍ୟସଭା…
ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରଜତଜୟନ୍ତୀ ଉତ୍ସବ ଉଦ୍ଘାଟିତ ।
ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ – ରାଜ୍ୟପାଳ
"କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କୃଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି ।"
ଭୁବନେଶ୍ୱର- ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ…