ପୁରୀ ପଲ୍ଲିଶ୍ରୀ ମେଳାରେ ଖୋଲିଲା ଗ୍ରାହକ ସଚେତନତା ଷ୍ଟଲ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଜି ଗ୍ରାହକ ସଚେତନତା ଷ୍ଟଲ ଉଦଘାଟିତ ହୋଇଛି। ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା) ପକ୍ଷରୁ ଖୋଲିଥିବା ଏହି ଷ୍ଟଲକୁ ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ…

“ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ "ଶ୍ରୀ ଜଗନ୍ନାଥ ଶୀର୍ଷକ" ଚିତ୍ରକଳା ପ୍ରଦର୍ଶନୀକୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦଘାଟନ…

ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱରର “ନିମନ୍ତ୍ରଣ’ରେ ଆରମ୍ଭ ହେଲା ସ୍ୱତନ୍ତ୍ର ଶାକାହାରୀ ବ୍ୟଞ୍ଜନ

ପ୍ରତ୍ୟହ ମାତ୍ର ୫୪୯ ଟଙ୍କାରେ ମିଳିବ ବିନା ପିଆଜ, ରସୁଣରେ ପ୍ରସ୍ତୁତ ୧୫ ପ୍ରକାର ବ୍ୟଞ୍ଜନ ଭୁବନେଶ୍ୱର, ୦୬/୦୭/୨୦୨୪: ରଥଯାତ୍ରାର ଦିବ୍ୟ ପରିବେଶରେ ଭୁବନେଶ୍ୱରର "ନିମନ୍ତ୍ରଣ' ପକ୍ଷରୁ ସ୍ୱତନ୍ତ୍ର ଶାକାହାରୀ ଥାଳିର ଶୁଭାରମ୍ଭ କରାଯାଇଛିା ରଥ ଉତ୍ସବରେ ଅନୁପ୍ରାଣିତ ହୋଇ ୨୦୨୪ ଜୁଲାଇ ୭ରୁ…

୧୦୨ ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳିତ, ଯୋଗ ଦେଲେ ସମବାୟ ମନ୍ତ୍ରୀ

ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ କରାଯିବ ସାମିଲ: ମନ୍ତ୍ରୀ ଭୁବନେଶ୍ୱର, : ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ ସାମିଲ କରାଯିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା…

ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ, ଚାଷୀ ସଂଗଠନ ସହିତ ଆଲୋଚନା

ଉପ ମୁଖ୍ୟମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହିତ ଚାଷୀ ପ୍ରତିନିଧି ମାନଙ୍କ ଠାରୁ ପ୍ରସ୍ତାବ ନେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ନେଲେ ପ୍ରସ୍ତାବ, କାର୍ଯ୍ୟକାରୀ କରିବାକୁ ଦେଲେ ପ୍ରତିଶ୍ରୁତି ସବୁ ଯୋଗ୍ୟ ଚାଷୀ ପି.ଏମ. କିସାନ ଯୋଜନାରେ ସାମିଲ ହେବେ…

ସାଧାରଣ ସେବକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ: ପୁରୀ ବଡ଼ ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ

ମହାପ୍ରଭୁଙ୍କ ରଥ ଯାତ୍ରା ପୂର୍ବ ଦିନ ବଡ଼ ଦାଣ୍ଡ ସଫେଇ କରି ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଲେ ସିଙ୍ଗିଲ ଇଉଜ୍ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କଲେ ନିବେଦନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ…

ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ

ନବରଙ୍ଗପୁର,୦୬/୦୭, ଅଶୋକ ସାହୁ, ଶାସକ ପ୍ରଶାସକ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ସ୍ଥାନୀୟ ଜିଲ୍ଲା କୋର୍ଟ…

ଶ୍ରୀମନ୍ଦିର ସମ୍ମୁଖରେ ଭାଇ ଭଉଣୀଙ୍କୁ ଅପେକ୍ଷା କରିଛନ୍ତି ରଥତ୍ରୟ

ପୁରୀ (ଅନିମେଶ ପଟ୍ଟନାୟକ): ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ରଥାରୁଢ ହେବେ । ସେଥିପାଇଁ ୩ରଥ ଅପେକ୍ଷାରତ। ଶନିବାର ୩ ରଥକୁ ଦକ୍ଷୀଣି ମୋଡ଼ କରାଯାଇଛି । ପୂର୍ବାହ୍ନରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଥିଲେ । ରଥଖଳାରୁ ଶ୍ରୀମନ୍ଦିର ଯାଏଁ ଜଗନ୍ନାଥ…

ସାଇ ପବ୍ଲିକ ସ୍କୁଲ ର ବନ ମହୋତ୍ସବ ପାଳନ।

ବାସୁଦେବପୁର - ଆଜି ଗଛ ଟିଏ ଲଗାନ୍ତୁ ଆସନ୍ତା ସବୁ ଦିନ ଆରାମ ରେ ଖୁସିରେ ରୁହନ୍ତୁ, ଗଛ ଆମ ଜୀବନ କହିବା ସହ ବାସୁଦେବପୁର ବଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ସ୍ଥାନୀୟ ସାଇ ପବ୍ଲିକ ସ୍କୁଲ ବାସୁଦେବପୁର ର ପିଲା ମାନେ। ଶନିବାର ସକାଳ ସମୟ ରେ ଏକ ଶୋଭାଯାତ୍ରା ରେ ବିଦ୍ୟାଳୟ ରୁ…

ପାଇକମାଳ ପ୍ରେକ୍ଷ୍ୟାଳୟ ରେ ସମ୍ପୂର୍ଣ୍ଣତା ଅଭିଯାନ ଅନୁଷ୍ଠିତ।

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ବରଗଡ ଜିଲ୍ଲାର "ସମ୍ପୂର୍ଣ୍ଣତା ଅଭିଯାନ" ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଜୁଲାଇ ୪ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ…