ପରିବେଶ ସୁରକ୍ଷା ଓ ଭୂମଣ୍ଡଳର ତାପମାତ୍ରା ନିୟନ୍ତ୍ରଣ କରିବାକୁ ହେଲେ ବୃକ୍ଷ ହିଁ ଆବଶ୍ୟକ

https://youtu.be/LBkAo-tVrtA ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ତରଫରୁ ସିଧାମଡଙ୍ଗ ସ୍ଥିତ ରାଜତାରା ଡ଼ିଗ୍ରୀ କଲେଜ ପ୍ରାଙ୍ଗଣରେ ୭୪ତମ ବନମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ…

ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ୱନକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୪ରେ ପାଳନ ଉପଲକ୍ଷେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସଂସ୍କୃତି ବିଭାଗ…

ଏମ୍ବୁଲାନ୍ସ ଧକ୍କାରେ ୮ ବର୍ଷ ର ନାବାଳକ ମୃତ, ବାପା ଗୁରୁତର , କ୍ଷତିପୂରଣ ଦାବୀ ରେ ପରିବାର ଲୋକଙ୍କ ରାସ୍ତା ରୋକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ରେ ଆଜି ସକାଳ ୫ ଘଣ୍ଟ ସମୟରେ ରାଜ୍ୟ ରାଜପଥ ଉପରେ ସାଇକେଲ ରେ ଯାଉଥିବା ବାପା ଓ ୮ ବର୍ଷର ନାବାଳକ ପୁଅ କୁ ଏକ ଏମ୍ବୁଲାନ୍ସ ପଛ ପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ…

ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଋଷିକାନ୍ତଙ୍କୁ ରାଷ୍ଟ୍ରୀୟସ୍ତରୀୟ ସାଇନିଂ ଷ୍ଟାର ଆୱାର୍ଡ

 ଚେନ୍ନାଇ: ଚେନ୍ନାଇ ଠାରେ ଅନୁଷ୍ଠିତ ତିନିଦିନିଆ  କାର୍ଡିଓଲଜିକାଲ ସୋସାଇଟି ଅଫ ଇଣ୍ଡିଆ ଦ୍ବାରା ଆୟୋଜିତ ନ୍ୟାସନାଲ ଇଣ୍ଟରଭେନସନ କାଉନସିଲ 2024 ସମ୍ମିଳନୀ ଚଳିତ ମାସ ୫ .୬ .୭ ରେ ଚେନ୍ନାଇ କନଭେନସନ  ସେଣ୍ଟର ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ଭାରତ ଓ ଭାରତ ବାହାର ଦେଶ…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି : ଶିକ୍ଷକ ଆହତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଶନିବାର ସନ୍ଧ୍ୟା ସମୟର ଅନ୍ଧକାର ରେ ଭଞ୍ଜନଗର ବାଳିକା ବିଦ୍ୟାଳୟ ପ|ଚେରୀ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ କୁ କୈାଣସି କାରଣ ବଶତଃ ଗୋଟିଏ ସ୍କୁଟି ଧକ୍କା ଦେଇଥିଲା। ଗାଡିଟି ଜେଲ୍ ହୋଇ ଗାମୁଣ୍ଡି ରୋଡ ରୁ ଆସୁଥିଲା। କିନ୍ତୁ ବୁଲାଣି ରାସ୍ତା ଯୋଗୁଁ…

ପୁରୀ ପଲ୍ଲିଶ୍ରୀ ମେଳାରେ ଖୋଲିଲା ଗ୍ରାହକ ସଚେତନତା ଷ୍ଟଲ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଜି ଗ୍ରାହକ ସଚେତନତା ଷ୍ଟଲ ଉଦଘାଟିତ ହୋଇଛି। ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା) ପକ୍ଷରୁ ଖୋଲିଥିବା ଏହି ଷ୍ଟଲକୁ ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ…

“ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ "ଶ୍ରୀ ଜଗନ୍ନାଥ ଶୀର୍ଷକ" ଚିତ୍ରକଳା ପ୍ରଦର୍ଶନୀକୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦଘାଟନ…

ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱରର “ନିମନ୍ତ୍ରଣ’ରେ ଆରମ୍ଭ ହେଲା ସ୍ୱତନ୍ତ୍ର ଶାକାହାରୀ ବ୍ୟଞ୍ଜନ

ପ୍ରତ୍ୟହ ମାତ୍ର ୫୪୯ ଟଙ୍କାରେ ମିଳିବ ବିନା ପିଆଜ, ରସୁଣରେ ପ୍ରସ୍ତୁତ ୧୫ ପ୍ରକାର ବ୍ୟଞ୍ଜନ ଭୁବନେଶ୍ୱର, ୦୬/୦୭/୨୦୨୪: ରଥଯାତ୍ରାର ଦିବ୍ୟ ପରିବେଶରେ ଭୁବନେଶ୍ୱରର "ନିମନ୍ତ୍ରଣ' ପକ୍ଷରୁ ସ୍ୱତନ୍ତ୍ର ଶାକାହାରୀ ଥାଳିର ଶୁଭାରମ୍ଭ କରାଯାଇଛିା ରଥ ଉତ୍ସବରେ ଅନୁପ୍ରାଣିତ ହୋଇ ୨୦୨୪ ଜୁଲାଇ ୭ରୁ…

୧୦୨ ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳିତ, ଯୋଗ ଦେଲେ ସମବାୟ ମନ୍ତ୍ରୀ

ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ କରାଯିବ ସାମିଲ: ମନ୍ତ୍ରୀ ଭୁବନେଶ୍ୱର, : ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ ସାମିଲ କରାଯିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା…