କସ୍ମୋପଲିସ୍ ସୋସାଇଟି ପରିସରରେ ପବିତ୍ର ରଥ ଯାତ୍ରା ଉତ୍ସବ ପାଳିତ

ଭୁବନେଶ୍ୱର: କସ୍ମୋପଲିସ୍ ସୋସାଇଟି ପରିସର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର ଛେରା ପହଁରା କରିଥିଲେ ଏବଂ ଏହା ପରେ ଶାନ୍ତି ଶୃଙ୍ଖଳାର…

୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି: ତେଜେଶ୍ୱର ପରିଡା

 ଯାତ୍ରୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡିର ଦଳୀୟ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଯାଇଥିଲା  ଲକ୍ଷ୍ମୀ ବସ୍ ଯୋଜନାରେ ଯାତ୍ରୀ ସଂଖ୍ୟା କମ୍ ଥିଲେ, କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ସଭା ପାଇଁ ଏହି ବସ୍‌ରେ ଲୋକଙ୍କୁ ବୁହା ଯାଉଥିଲା …

ଲୋକଙ୍କ କଲ୍ୟାଣ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତାରେ ରଖି କାର୍ଯ୍ୟ କରିବା – ଧର୍ମେନ୍ଦ୍ର ପ୍ରଧାନ

• ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଲେ• ସଡକପଥ, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବିଷୟରେ କଲେ ଆଲୋଚନା • “ମା’ ପାଇଁ ଗଛଟିଏ” ଅଭିଯାନରେ ସାମିଲ ହୋଇ ତାଳଚେରରେ ନିଜ ମା’ଙ୍କ ସହ ଗଛ ଲଗାଇଲେ • ପରିବେଶକୁ ଆହୁରି ସ୍ୱଚ୍ଛ ଓ…

ରଥଯାତ୍ରା ଅବସରରେ ପହଣ୍ଡି ପଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜିଳ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପହଣ୍ଡି ପଣା କାର୍ଯ୍ୟକ୍ରମ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଖଲିକୋଟ ରେ ପ୍ରେସ କ୍ଳବ୍ ଆନୁକୁଲ୍ୟରେ “ସ୍ବେଚ୍ଛାକୃତ ରକ୍ତଦାନ ଶିବିର

(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା)ଖଲ୍ଲିକୋଟ: ସ୍ଥାନୀୟ ଖଲ୍ଲିକୋଟ ପ୍ରେସ୍ କ୍ଳବ୍ ଆନୁକୁଲ୍ୟରେ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଅଵସରରେ ବ୍ରହ୍ମପୁର ଗଞ୍ଜାମ ସ୍ଥିତ M K C G ମେଡିକାଲ୍ ର ରକ୍ତ ସଂଗ୍ରହ କାରି ଟିମ୍ ଆସିଥିଲେ। ଏ ଦଳର…

ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା: ରାଷ୍ଟ୍ରପତି

 ୯୬ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର,୬ା୭: ସ୍ବଳ୍ପ ଜୀବନକାଳ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁସବୁ କାର୍ଯ୍ୟ କରିଛନ୍ତି, ତା’ର ମୂଲ୍ୟାୟନ ସମ୍ଭବ ନୁହେଁ। ତାଙ୍କ ପରି ଜଣେ ମହାମନୀଷୀଙ୍କ ଆଦର୍ଶରେ ଉତ୍ତରପିଢ଼ି ଅନୁପ୍ରାଣିତ ହୋଇ ଜାତି-ଦେଶପ୍ରେମ ପ୍ରଜ୍ବଳିତ…

ମହିପୁର ବନାଞ୍ଚଳ କାପ୍ତାପଲ୍ଲୀ ଅଞ୍ଚଳରେ ବାଘ ଆତଙ୍କ, ଟୁଙ୍ଗୁର ସାହୁଙ୍କ ବାଛୁରୀ ନିଖୋଜ ଅଭିଯୋଗ

ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ମହୀପୁର ବନାଞ୍ଚଳ ଗୁମୀ ସେକ୍ସନ କାପ୍ତାପଲ୍ଲୀ ବିଟ୍ ଅଞ୍ଚଳରେ ବାଘର ପାଦ ଚିହ୍ନ ଦେଖିବା ପରେ ଆତଙ୍କ ଖେଳିଯାଇଛି । ଫଳରେ ସନ୍ଧ୍ୟା ହେଲେ ତାଟି କବାଟ ପଡୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ଫେବୃଆରୀ ମାସରେ ମହିପୁର ବନପାଳ…

ସ୍ବତନ୍ତ୍ର ଶ୍ରେଣୀ ଠିକାଦାରଙ୍କ ଅକାଳ ବିୟୋଗ

ଓଡଗାଁ, ୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଅଂଚଳର ସ୍ପେସାଲ କ୍ଳାସ ଠିକାଦାର ପୁରୁଷୋତ୍ତମ (ଟୁକୁ)ପାତ୍ରଙ୍କ ଶୁକ୍ରବାର ମଧ୍ୟରାତ୍ରି ପରେ ଅକାଳ ବିୟୋଗ ଘଟିଛି । ସେ ରାତିରେ ବ୍ରହ୍ମପୁରରୁ ଫେରି ଘରେ ସୋଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ଏବଂ ଗୁରୁତର ଅବସ୍ଥାରେ…

କଟା କୂଟୁରା ମାଂସ ଜବତ, ୧ ଗିରଫ

ଓଡ଼ଗାଁ, ୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡର ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ଶନିବାର ଅପରାହ୍ନ ପ୍ରାୟ ୨ ସମୟରେ ଚଢ଼ାଉ କରି କଟା ହୋଇଥିବା ୩ କେଜି କୂଟୁରା ମାଂସ ଓ ତାର ଗୋଡ଼ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି । ଗିରଫ ଜଣକ ହେଲେ ବାଣ୍ଠପୁର ପଞ୍ଚାୟତ ଚେମେଡି ଗାଁର…

୭୫ତମ ବନ ମହୋତ୍ସବରେ ମା ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ଙ୍କ ନାମରେ ଗଛଟିଏ ଚିନ୍ତାଧାରା କୁ ନେଇ ପ୍ରଶାସନ ପକ୍ଷରୁ ଏହା ପାଳନ…