ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ତା: ୩୦.୯.୨୦୨୪ ଏବଂ ୧.୧୦.୨୦୨୪ ଦୁଇଦିନ ବ୍ୟାପୀ ଅଭିଭାବକ ଓ ଶିକ୍ଷକ ବୈଠକ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସମସ୍ତ ଅଭିଭାବକ ଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀମାନଙ୍କୁ ଆପାର ଆଇଡି ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ତଥ୍ୟ ବିସ୍ଥିର୍ଣ୍ଣ ଭାବରେ ଆଲୋଚନା କରିଥିଲେ। ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କର ଶିଲାବସ ବିବରଣୀ, ମାର୍କ ପିଟର୍ଣ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଖଗେଶ୍ବର ଦାସ ଆପାର ଆଇଡି ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଆପାର ଆଇଡି ଏକ ଏକାଡେମୀକ୍ ପାସପୋର୍ଟ ଏବଂ ସମସ୍ତ ଏକାଡେମୀକ୍ ରେକର୍ଡ ଏବଂ ‘ ୱାନ୍ ନେସନ ୱାନ ଆଇ ଡି ‘ ଉପରେ ବିସ୍ଥିର୍ଣ ଆଲୋଚନା କରିଥିଲେ। ଅଧ୍ୟାପକ ଓ ବଳରାମ ପ୍ରଧାନ, ବିଶ୍ୱରାଜ୍ ପାତ୍ର ଏବଂ ଜଗବନ୍ଧୁ ସୁରୁଜାଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ପ୍ରାଧ୍ୟାପକ
Sign in
Sign in
Recover your password.
A password will be e-mailed to you.