କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ ଶାସକ ପ୍ରଶାସକ ନିୟୁଜ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ କେସିଙ୍ଗା ୱାଏ ରସ୍ତା ରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇବା ଜଳିଗଲା।ଡ୍ରାଇଭର ଡେଇଁ ବାରୁ ବର୍ତ୍ତିଗଲେ।ଡ୍ରାଇଭର ଗୁରୁତର।କଳାହାଣ୍ଡି କେସିଙ୍ଗା ରାଜଲକ୍ଷ୍ମୀ କଂଷ୍ଟ୍ରକସନ ଠିକା ସଂସ୍ଥା ଆର ଓ ବି ରାସ୍ତା ନିର୍ମାଣ କରୁଥିବାବେଳେ ଏକ ହାଇବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ହାଇବା ସମ୍ପୂର୍ଣ୍ଣ ଜଳି ଯାଇଛି।ଡ୍ରାଇଭର ପ୍ରତ୍ୟୁଷ ଗୁରୁତର ହୋଇଛନ୍ତି।ଡ୍ରାଇଭର ଗାଡି ରୁ ଡେଇଁ ପଡିବାରୁ ତାଙ୍କ ଜୀବନ ବଂଚି ଯାଇଛି।
Sign in
Sign in
Recover your password.
A password will be e-mailed to you.