ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି. ଏହି ଅବସରରେ ଦଳୀୟ ନେତା ତଥା ସମାଜ ର ବିଭିନ୍ନ ବର୍ଗ ର ଲୋକ ଛାତ୍ର ଛାତ୍ରୀ ନବୀନ ନିବାସ କୁ ଯାଇ ଶ୍ରୀ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଥିଲେ.
ଅନ୍ୟ ମାନଙ୍କ ମଧ୍ୟରେ ଦଳ ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର,ସଞ୍ଜୟ ଦାସ ଵର୍ମା ଅତନୁ ସବ୍ୟସାଚୀ ନାୟକ,ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଅରବିନ୍ଦ ମହାପାତ୍ର,ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ,ରମେଶ ମାଝି ଶ୍ରୀମୟୀ ମିଶ୍ର,ମନ୍ମଥ ରାଉତରାୟ ସୁଧୀର ସାମଲ ଲତିକା ପ୍ରଧାନ,ଲୋପାମୁଦ୍ରା ବକ୍ସିପାତ୍ର,ଭୃଗୁ ବକ୍ସିପାତ୍ର ପତ୍ର ପ୍ରମୁଖ ଦଳୀୟ ନେତୃବୃନ୍ଦ,ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନ ର ସଭ୍ୟା ବି ଏମ ସି ର କର୍ପୋରେଟର ମାନଙ୍କ ସମେତ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ସମାଜ ର ବିଭିନ୍ନ ବର୍ଗ ର ଲୋକ ଶ୍ରୀ ପଟ୍ଟନାୟକ ଙ୍କୁ ଭେଟି ତାଙ୍କ ଦୀର୍ଘଜୀବନ କାମନା କରିଥିଲେ.
Sign in
Sign in
Recover your password.
A password will be e-mailed to you.
Prev Post