ପାଞ୍ଚ ଘେରିଆ ଗାଁ ରମଣିଷ ଖପୁରୀ ଉଦ୍ଧାର ଦୁଇ ଜଣ ଥାନାରେ ଅଟକ, ପୋଲିସର ତଦନ୍ତ ଜାରୀ।

0

ସୁଭଦ୍ରା ଯୋଜନା ଆବେଦନ କରି ଫେରି ନ ଥିଲେ ଘରକୁ

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ନାଇକାଣୀଡିହି ଥାନା ପାଞ୍ଚ ଘେରୀୟା ଗାଁ ରୁ ମଣିଷ ଖପୁରୀ ଉଦ୍ଧାର। ଖବର ଅନୁସାରେ କିଛି ଦିନ ପୂର୍ବରୁ ଦୁଇ ମହିଳା ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ଆସିଥିଲେ କିନ୍ତୁ ଘରକୁ ଫେରି ନ ଥିଲେ ଏବାବଦରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ,ପରେ ପୋଲିସ କେଶ୍ କରିଥିଲା, କିନ୍ତୁ ଗତ କାଲି ସନ୍ଧ୍ୟା ସମୟରେ ଗାଁ ର କିଛି ଲୋକ ସମୁଦ୍ର ନାଳୀ ରେ ଖପୁରୀ ଦେଖିବାକୁ ପାଇଥିଲେ,ପୋଲିସ କୁ ଖବର ଦେଇ ଥିଲେ, ପୋଲିସ ଆସି କାଲି ସନ୍ଧ୍ୟା ସମୟରେ ପାଞ୍ଚଘେରୀ ଗାଁ ସମୁଦ୍ର ନାଳି ପାଖରୁ ଖପୁରୀ ଓ ହାଡ଼ ଓ ଦାନ୍ତ ଉଦ୍ଧାର କରି ଜବତ କରିଛି ପୋଲିସ ଓ ଦୁଇ ଜଣକୁ ଅଟକ ରଖିଛି ପୋଲିସ୍ । ଘଟଣା ର ଅଧିକ ତଦନ୍ତ ଏସ ଡି ପି ଓ ଓ ଆଇ ଆଇ ସି ଉପସ୍ଥିତ ରହି ତଦନ୍ତ କୁ ଜୋର୍ ସୋର ରେ ଆଗେଇ ନେଉଛନ୍ତି।

Leave A Reply

Your email address will not be published.