Sign in
Sign in
Recover your password.
A password will be e-mailed to you.
ସିର୍ଜିନା ତରଫରୁ ସମ୍ବଲପୁରୀ ଦିନ୍ ପାଳିତ।
ପଦ୍ମପୁର :- ଅଗଷ୍ଟ ୧ ତାରିଖରେ, ସମ୍ବଲପୁରି ଦିନ ପଦ୍ମପୁର ଟାଉନ ହଲରେ ବିଶେଷ ଉତ୍ସାହର ସହ ପାଳିତ ହୋଇଥିଲା। ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ଯକାର ଅଶୋକ ବହିଦାର, କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ ବିଭୁତି ପଟନାୟକ, କବି…
ଗାନ୍ଧି ପବ୍ଲିକ ସ୍କୁଲରେ ବ୍ୟାଜ୍ ଅଳଙ୍କରଣ ସମାରୋହ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରରେ ଅବସ୍ଥିତ ଗାନ୍ଧି ପବ୍ଲିକ ସ୍କୁଲରେ ବ୍ୟାଜ ଅଳଙ୍କରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦିଶ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ…
ସମସ୍ତ ସହାୟତା ପ୍ରଶାସନିକ ତରଫରୁ ଯୋଗାଇ ଦିଆଯିବ : ଉପଜିଲ୍ଲାପାଳ କିରନ ଦୀପ କୌର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତ ସରକାର ଏବଂ ଓଡିଶା ସରକାର ଙ୍କ ସ୍ୱୀକୃତିପ୍ରାପ୍ତ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସବକମିଟି ବୈଠକ ଉପଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ଅଧକ୍ଷା ତଥା ଉପଜିଲ୍ଲାପାଳ…
ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଏହି ଭାବମୟ ପରିବେଶରେ ମହାବିଦ୍ୟାଳୟ ପରିଚାଳନା କମିଟିର…
ଅଞ୍ଚଳ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠ ରେ ନୂତନ ଭାବରେ ନାମ ଲେଖାଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା…
ଅଞ୍ଚଳ ମହାବିଦ୍ୟାଳୟ ରେ ସମ୍ବଲପୁରୀ ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆଇ. କ୍ୟୁ. ଏ. ସି. ର ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ " ସମ୍ବଲପୁରୀ ଗୀତ୍ ଆର୍ ଆମର ସଂସ୍କୃତି" ଶୀର୍ଷକ ଉପରେ ଏକ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ଦିନ) ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ…
ପଞ୍ଚାୟତ ସ୍ତରରେ ଥିବା Un-Tied ଅନୁଦାନର ଶତକଡ଼ା ୫ ପ୍ରତିଶତ ଅର୍ଥକୁ ଶିଶୁ ଉନ୍ନୟନ ନିମନ୍ତେ ଖର୍ଚ୍ଚ କରିବା ଉପରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତ ସମିତି ଗୁମ୍ମାର ସମ୍ମେଳନ କକ୍ଷଠାରେ ଗୁମ୍ମା ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନେଇଁ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହାୟତାରେ ଏକ ସଚେତନତା ସଭାର…
ଖଲ୍ଲିକୋଟ ଏନ୍ ଏ ସି ଦେଖାଇଲା ତାର ପାୱାର ।
(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ଏନ୍ ଏ ସି ଜନସାଧାରଣ ଙ୍କ ସୁବିଧା ପାଇଁ କରିଥିଲେ ମାର୍କେଟ କମ୍ପ୍ଲେକ୍ସ, ଦୋକାନୀ ମାନେ ଏନ୍ ଏ ସି ଅଧୀନ ରେ ଥିବା ଗୃହ କୁ ଭଡ଼ାରେ ନେଇ ଥିବା ବେଳେ ପୁଣି ସେ ଗୃହ କୁ କେତେକ ଭଡାଟିଆ ଅନ୍ୟ ଜଣକୁ ଭଡ଼ା ଲଗାଇ ତାଙ୍କଠାରୁ ଅଧିକ ଭଡା…
ବେଲଗୁଣ୍ଠାରେ ବାରମ୍ବାର ଆଘୋଷିତ ବିଦ୍ୟୁତ୍ କାଟ; ବଢୁଛି ଜନ ଅସନ୍ତୋଷ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଦୀର୍ଘ ଏକ ମାସ ହେବ ଯାନ୍ତ୍ରିକ ତ୍ରୁଟି ଏବଂ ବିଦ୍ୟୁତ୍ ଲାଇନ୍ ସଜାଡିବା ନାମରେ ବେଲଗୁଣ୍ଠା ସହରରେ ବାରମ୍ବାର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି I ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ…