Sign in
Sign in
Recover your password.
A password will be e-mailed to you.
ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡ଼ା ର ଶୁଭ ଉଦଘାଟନ
ନବରଙ୍ଗପୁର, 09.08.2024,ଅଶୋକ ସାହୁ, ଶାସକ ପ୍ରଶାସକ: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆଜି ଲୋକସେବା ଭବନରୁ ଆଭାସୀ କାର୍ଯକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଚଉଦ ଟି ସ୍ନାତକ ମହାବିଦ୍ୟାଳୟର ଶୁଭ ଉଦଘାଟନ ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ…
ଅତ୍ୟାଧୁନିକ HRMIS ବ୍ୟବସ୍ଥା ସହିତ ଗାମ୍ବିଆରେ ନିଜର ଦକ୍ଷତା ଦେଖାଉଛି ସିଏସଏମ ଟେକ୍
ଭୁବନେଶ୍ୱର: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ…
ସଂଗ୍ରାମୀଙ୍କ ପରିବାରକୁ “କୁଟୁମ୍ବ” ପେନ୍ସନ୍ ଦେବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ:…
ରାଜ୍ୟସ୍ତରୀୟ କ୍ରାନ୍ତି ଦିବସ ୨୦୨୪
ଆମର ସବୁ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ମହାନ ତ୍ୟାଗ
ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରାଯାଇ ପରିଚୟ ଓ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ
ବିକଶିତ ଓଡିଶା ପାଇଁ ଆମର ଯାତ୍ରା…
ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ
ବ୍ୟାପକ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ ବୈଠକ
ସମସ୍ତଙ୍କ ସହଯୋଗରେ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ
ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅଧାନରେ “ହର ଘର ତିରଙ୍ଗା" ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ । ଆଗାମୀ ଅଗଷ୍ଟ ୧୫…
ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ସୁନ୍ଦରୀ ପ୍ରତିଯୋଗିତାରେ ସୋଆ ଫ୍ୟାକଲ୍ଟି ବିଜେତା
ଭୁବନେଶ୍ୱର, ୮ ଅଗଷ୍ଟ: ମୁମ୍ବାଇ ଠାରେ ଆୟୋଜିତ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪ ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଫ୍ୟାକଲ୍ଟି ଡକ୍ଟର…
ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓବିସି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧିଦଳ
ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନର ପୁନରୁଦ୍ଧାର ପ୍ରସ୍ତାବ\
ପଛୁଆ ବର୍ଗଙ୍କ ପାଇଁ ରାଜ୍ୟର ଏକ ସ୍ୱତନ୍ତ୍ର ବିଭାଗ ଖୋଲୁ
ଭୁବନେଶ୍ୱର, ତା.୦୮/୦୮: କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ପଛୁଆ…
ବେବି ଫ୍ରେଣ୍ଡଲି ହସ୍ପିଟାଲ ଭାବେ ଜଗତସିଂହପୁର ସମ୍ବର୍ଦ୍ଧିତ
ଜଗତସିଂହପୁର ତା ୦୮.୦୮.୨୪ରିଖ ସୁମନ୍ତ କୁମାର ଦାସ: ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ତା ୦୭.୦୮.୨୪ରିଖ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର କୁ ବେବି ଫ୍ରେଣ୍ଡଲି ଡାକ୍ତରଖାନା ଭାବେ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି।…
ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ର ସଫଳ ରୂପାୟନ ପାଇଁ ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ, ନୂଆପଡାଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ…
“ହର ଘର ତ୍ରିରଙ୍ଗା” ଅଭିଯାନ ପ୍ରସ୍ତୁତିର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ
ଭୁବନେଶ୍ୱର, ୦୮ । ୦୮ : ଆସନ୍ତା ୭୭ତମ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟବ୍ୟାପୀ ପୌର ସଂସ୍ଥାଗୁଡିକର ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି।ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଡିଏମ୍ଏ ଦେବାଶିଷ…
କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମର ପ୍ରଥମ ଦିନ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୮.୮.୨୦୨୪:ଜିଲ୍ଲା ରେ ବୈଷୟିକ ଶିକ୍ଷା କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଶଳ ରଥ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରୁଅଛି ଏହି କ୍ରମରେ ପ୍ରଥମ ଦିନରେ କୌଶଳ ରଥ ଆମପାଣି ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲା ଏଥିରେ…