Sign in
Sign in
Recover your password.
A password will be e-mailed to you.
ସ୍ବାଧିନତା ଦିବସ ଉପଲକ୍ଷେ ହେଇଥିବା ପ୍ରତିଯୋଗୀତାରେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ପଦ୍ମପୁର:-ସ୍ବାଧିନତା ଦିବସ ଉପଲକ୍ଷେ ପଦ୍ମପୁର ଉପଖଣ୍ଡ ରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଞ୍ଚଳ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି। ଓଡ଼ିଆ ଭାଷଣ ପ୍ରତିଯୋଗିତାରେ ଝୁମି ମେହେର, ଶୁଭଶ୍ରୀ ପାତ୍ର ଓ କିରଣ କୁମାର ବାଗ କୃତିତ୍ୱ ଲାଭ କରିଥିଲେ। ଇଂରାଜୀ…
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଦେଶର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଉନ୍ନତି ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି…
ଅଗଷ୍ଟ ୧୯ ଏବଂ ୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ
ଭୁବନେଶ୍ୱର ତା-୧୬.୦୮.୨୦୨୪: ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା । ଆଗାମୀ ଅଗଷ୍ଟ ୧୯ ତାରିଖ(ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ…
୭୮ତମ ସ୍ବାଧିନତା ଦିବସ ଅବସରରେ ବ୍ରାହ୍ମଣୀଗାଁରେ ପତାକା ଉତ୍ତୋଳନ କଲେ ଘୁ.ଉଦୟଗିରି ବିଧାୟକ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଧୁମ୍ ଧାମରେ ୭୮ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ନିଜ ନିଜ ଅନୁଷ୍ଠାନରେ ସମସ୍ତେ ପତାକା ଉତ୍ତୋଳନ କରି…
ଦାରିଙ୍ଗବାଡିରେ ୭୮ତମ ସ୍ଵାଧୀନତା ଦିବସ ପାଳିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ୭୮ତମ ସ୍ବାଧୀନତା ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍ ପଡ଼ିଆଠାରେ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜାତୀୟ ଦିବସ ପାଳନ କମିଟିର ଅଧ୍ଯକ୍ଷ ତଥା ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ବରେ ମୁଖ୍ୟ ଅତିଥ୍ ଭାବେ…
କଳିଙ୍ଗ ମହାବିଦ୍ୟାଳୟରେ 78 ସ୍ୱାଧୀନତା ଦିବସ ପାଳିତ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ କଳିଙ୍ଗ ମହାବିଦ୍ୟାଳୟ ଠାରେ ଘରେ ଘରେ ତ୍ରିରଙ୍ଗା ଏବଂ ୭୮ତମ ସ୍ବାଧିନତା ଉତ୍ସବ ମହାଉଲ୍ଲାସରେ ପାଳିତ ହୋଇଯାଇଛି । ଘରେ ଘରେ ତ୍ରିରଙ୍ଗା ଉତ୍ସବ ତା-୧୪. ୦୮. ୨୦୨୪ରିଖ ଦିନ ଅଧକ୍ଷ୍ୟ…
ସେଲିବ୍ରେସନ୍ସ ଲାଇଭ୍ ଇଭେଣ୍ଟକୁ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍ସ 2024ରେ ଶ୍ରେଷ୍ଠ B2C ଏକ୍ସିବିସନ୍ ଅଫ୍ ଦ ଇୟର…
ଭୁବନେଶ୍ବର/ବ୍ରହ୍ମପୁର– ସେଲିବ୍ରେସନ୍ସ ଲାଇଭ୍ ଇଭେଣ୍ଟ ଇଣ୍ଡଷ୍ଟ୍ରିରେ ଏକ ବୃହତ୍ତମ ମାଇଲଖୁଣ୍ଟ ସୃଷ୍ଟି କରିଛି, ଯେଉଁଥିରେ ଗୌରବଶାଳୀ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍ସ 2024ରେ ସ୍ୱର୍ଣ୍ଣ ପୁରସ୍କାର ଜିତିଛି ଶ୍ରେଷ୍ଠ B2C ଏକ୍ସିବିସନ୍ ଅଫ୍ ଦ ଇୟର 2024 ପାଇଁ, ଯାହାକି ଅଭିନବ ଏବଂ…
ସ୍ୱାଧୀନତା ଦିବସ ସମାରୋହ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ-୨୦୨୪ : ସେକ ଅବିର ସମ୍ବର୍ଦ୍ଧିତ
ଭୁବନେଶ୍ୱର: ହାବିଲଦାର ସହରାଞ୍ଚଳ ପୋଲିସ ଟି. ଟି. ଆଇ ଭୁବନେଶ୍ୱର ସେକ ଅବିର ୧୯୮୮ ମସିହାରୁ କନେଷ୍ଟବଳ ଭାବେ ଓଡିଶା ପୋଲିସରେ ଯୋଗଦାନ କରିଥିଲେ l ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ଭୁବନେଶ୍ୱରର ଯାନବାହାନ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର କମିଶନରେଟ ଅଧୀନରେ ଦକ୍ଷତାର ସହ କାର୍ଯ୍ୟ…
ବଡ଼ବିଲରେ ସ୍ୱାଧୀନତା ଦିବସ ପାଳିତ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ଦେଶ ପାଳନ କରୁଛି ୭୮ତମ ସ୍ବାଧୀନତା ଦିବସ। ଗାଁଠୁ ସହର ହୋଇଛି ତ୍ରିରଙ୍ଗା ମୟ। ଓଡିଶା ସୀମାନ୍ତ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଆଜି ସ୍ୱାଧୀନତା ଦିବସ ହର୍ଷଉଲ୍ଲାସର ସହ ପାଳିତ ହୋଇଛି। ବିକାଶ ମହଲ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ…
ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଦ୍ବାରା ୭୮ ତମ ସ୍ବାଧିନତା ଦିବସ ପାଳିତ ।
ଗୁଣପୁର : ୧୫/୮/୨୪ :ଆଜି ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଦ୍ବାରା ଗୁଣପୁର ଆମ ବଜାର ସ୍ଥିତ ଅଫିସ ଠାରେ ୭୮ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । "ମାନବ ସେବା ହିଁ ମାଧବ ସେବା" ଏହାକୁ ପାଥେୟ କରି ନିଜର କର୍ମ ପଥରେ ଆଗେଇ ଚାଲିଛି ଏହି ମାନବ ଅଧିକାର ସଂରକ୍ଷଣ…