ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଏବଂ ୭୮ ତମ ସ୍ବାଧିନତା ଦିବସ ପାଳନ।

ଶାସକ ପ୍ରଶାସକ :ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ମହୁଲବରେଇ ଗ୍ରାମ ସ୍ଥିତ ପାଲ ବିହାର ଠାରେ ଥିବା ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ଏବଂ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଜାତୀୟ ସେବା ଯୋଜନା…

ଆଳୀୟ ସମାଜର ବହୁମୁଖି କାର୍ଯ୍ୟକ୍ରମ

ବେଲଗୁଣ୍ଠା : -(ଶିବରାମ ଚୌଧୁରୀ )-ନେଟଙ୍ଗା ୭୮ତମ ସ୍ୱାଧୀନତା ଦିବସ ଅବସରରେ ଶହେ ବର୍ଷରୁ ଉର୍ଦ୍ଧ ପୁରାତନ ସାଂସ୍କୃତିକ ସଂଗଠନ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ନେଟଙ୍ଗା ମଣ୍ଡଳ ତରଫରୁ ବିଭିନ୍ନ ରାଷ୍ଟ୍ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ପ୍ରଭାତ ଫେରିରେ ଆସିଥିବା…

ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ପଂଚାୟତର ସରପଞ୍ଚ ନଳିନୀ ବେହେରାଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆମ୍ବପୁଆ ପଂଚାୟତର ବହୁ ୱାର୍ଡ୍ ସଭ୍ୟ ସଭ୍ୟା I ୱାର୍ଡସଭ୍ୟ ସଭ୍ୟାଙ୍କ ଅଭିଯୋଗ…

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକରେ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ

ଟିକିରି/ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ୨୦୨୪ ଅଗଷ୍ଟ ୧୪ ତାରିଖରେ କାଶୀପୁର ବ୍ଲକ୍‍ ଅଫିସଠାରେ ଏକ ପୂର୍ଣ୍ଣାଙ୍ଗ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି…

ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ଗଠିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଟାଉନ୍ ହଲ୍ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ଗଠନ ନିମନ୍ତେ ଏକ ସଧାରଣ ବୈଠକ ବରିଷ୍ଠ ସଦସ୍ୟ ବିଶ୍ଵକେଶନ ଦୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅତିଥି…

ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ

କଟକ– ଆଜି ଅପରାହ୍ନରେ ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ,ଆଇ.ପି.ଏସ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ…

ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର, ତା.୧୬/୦୮: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ…

ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ବ୍ୟାଡମିଂଟନ୍ ଚାମ୍ପିଅନସିପରେ ଭାଗ ନେବେ ସୋଆ ଛାତ୍ର

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାନ୍ବାରୁ ସିଟି ସହରରେ ଆୟୋଜିତ ହେବାକୁ ଥିବା ଇନ୍ଟରନ୍ୟାସ୍ନାଲ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାଗ ନେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇଞ୍ଜିନିୟରିଂ ଛାତ୍ର ଅମ୍ରିତ୍ ମହାନ୍ତି । ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ…

ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ପେଟ ରୋଗ ପାଇଁ ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର ୧୬/୦୮, ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ବିଭିନ୍ନ ପ୍ରକାର ପେଟ ରୋଗ ଏବଂ ପ୍ରାଥମିକ ସ୍ତରରେ ପେଟ ଭିତରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର ଚିହ୍ନଟ ଏବଂ ଏହାର ସଫଳ ଚିକିତ୍ସା ପାଇଁ ଏଠାରେ ଉପଲବ୍ଧ ହୋଇଛି…

ବେଲଗୁଣ୍ଠା ମିଡିଆ କ୍ଲବ ପକ୍ଷରୁ 78 ତମ ସ୍ବାଧୀନତା ଦିବସ ପାଳିତ ।

ବେଲଗୁଣ୍ଠା- ( ଶିବରାମ ଚୌଧୁରୀ ): ଗଂଜାମ ଜିଲ୍ଲା ବେଲଗୁଣ୍ଠା ମିଡିଆ କ୍ଲବ ରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବାଙ୍କୀ ବଜାର ସ୍ଥିତ ମହିଳା ମହାବିଦ୍ୟାଳୟ ନିକଟରେ କ୍ଲବର ଜାତୀୟ ପତକାକୁ ବରିଷ୍ଠ ଆଇନଜୀବୀ ପ୍ରମୋଦ ମହାପାତ୍ର ଉତ୍ତୋଳନ କରିବା ସହ ସ୍ବାଧୀନତା…