ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୮ ତମ ସ୍ବାଧିନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପଖଣ୍ଡ ରାଣୀପେଣ୍ଠ ଠାରେ ଥିବା ମାନସିକ ଅନାଗ୍ରସ ''ନିୟତି''ବିଦ୍ୟାଳୟ ପରିସରରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ''ନିୟତି'' ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ତନୁଜା…

ଲୋକାଭିମୁଖି କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା ରେ ସରକାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମତାମତ କୁ ଗୁରୁତ୍ବ ଦେବା ଉଚିତ

ରାଜ୍ୟ ସ୍ତରୀୟ ସ୍ବେଛାସେବୀ ସଂଗଠନ ଆଲୋଚନା ଚକ୍ରରେ ମତ ପ୍ରକାଶ ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ଓ ରୋଟାରୀ କ୍ଲବ ମିଲିତ୍ ଆନୁକୁଲ୍ୟରେ ସ୍ଥାନିୟ ରୋଟାରୀ କ୍ଲବ କମୂନିଟି ହଲ ପରିସରରେ " ଅଧୁନା ପରିସ୍ଥିତିରେ ଭାରତରେ ସ୍ବେଛାସେବୀ ସଂଗଠନ…

୭୮ତମ ସ୍ବାଧୀନତା ଦିଵସ ପାଳନ କଲା ଖଲ୍ଲିକୋଟ ଏନ୍ ଏ ସି।

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) :  ଭାରତ ସ୍ବାଧିନତା ପାଇବାର ୭୭ ବର୍ଷ ପୁର୍ତ୍ତି ହୋଇ ୭୮ତମ ସ୍ବାଧୀନତା ଦିଵସ ପାଳନ କରିଛି। ଏଅଵସରରେ କହିବାକୁ ଗଲେ ଖଲ୍ଲିକୋଟ ର ବିଭିନ୍ନ ଅନୁଷ୍ଠାନ ତଥା ଅଫିସ୍ ବାଡି ରେ ମଧ୍ୟ ମହାଆଡମ୍ବରରେ ସ୍ବାଧୀନତା ଦିଵସ ପାଳନ କରାଯାଇଛି । କିନ୍ତୁ…

ଦୋକାନ ଗୃହର ଚାବି ଭାଙ୍ଗି ଚୋରୀ ଘଟଣା : ଚୋରୀ ଘଟଣା ରେ ସମ୍ପୃକ୍ତ ଗିରଫ

କଲ୍ୟାଣସିଂପୂର୍ : ରାୟଗଡା ଜିଲ୍ଲାର କଲ୍ୟାଣସିଂପୂର୍ ବ୍ଲକର କୁମ୍ଭାର ସାହିର ବାସିନ୍ଦା ଲାଡି ସନ୍ତୋଷ କୁମାର ବୟସ 35 ବର୍ଷ ଅଭିଯୋଗ ଆଧାରରେ କଲ୍ୟାଣସିଂପୁର ପୋଲିସ୍ ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଲାଡି ସନ୍ତୋଷ କୁମାର କହିବା ଅନୁଯାୟୀ ବିଳମ୍ବିତ ରାତିରେ ତାଙ୍କ…

ରୋହିଜ୍ଞା ହଟାଅ ଗୁଣପୁର ବଞ୍ଚାଅ

ଗୁଣପୁର: ଗତ ଦିନରେ ବାଂଳାଦେଶ ରେ ହୋଇଥିବା ଗୃହ ଯୁଦ୍ଧ ଓ ପାରବର୍ତ୍ତୀ ମୁହୂର୍ତ୍ତ ରେ ସେହି ଦେଶ ର ସରକାର ପରିବର୍ତନ ସେମାନଙ୍କ ଅଭ୍ୟାନ୍ତରୀଣ ବିଷୟ ହୋଇଥିଲେ ମଧ୍ୟ ହିନ୍ଦୁ ସମାଜ ଉପରେ ସେହି ପ୍ରଭାବ ପଡିବା ଦୁର୍ଭାଗ୍ୟ ବିଷୟ l ସେହି ଦେଶରେ କଟରପନ୍ଥୀ ମାନେ ହିନ୍ଦୁ ମାନଙ୍କ ଉପରେ…

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସ୍ୱାଧୀନତାର ୭୮ବର୍ଷ ପାଳନ ଅବସରରେ ଗୁଣପୁର ବ୍ଲକ ତରଫରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୩ତାରିଖ ଦିନ ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇ ବାଇପାସ ଦେଇ ପୁଣି ବ୍ଲକ…

ସ୍ୱାଧୀନତା ଦିବସରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବର ମିଳିତ ବୃକ୍ଷରୋପଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପବିତ୍ର 78 ତମ ସ୍ୱାଧୀନତା ଦିବସ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ପେଣ୍ଠ ସାହି ସ୍ଥିତ ଶିବ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ…

କିଟ୍‍ ଓ କିସରେ ସ୍ୱାଧୀନତା ଦିବସ

ଭୁବନେଶ୍ୱର: କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ର ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ…

“ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ” : ମନ୍ତ୍ରୀ

ରାୟଗଡ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ l ରାୟଗଡ଼/୧୬/୮: :- ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର…

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପାଳନ ହେଲା ୭୮ ତମ ସ୍ବାଧିନତା ଦିବସ ।

ଶାସକ ପ୍ରଶାସକ - ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସରକାରଙ୍କ ଆହ୍ବାନ କ୍ରମେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ରେ ସମଗ୍ର ରାଜ୍ୟରେ ପ୍ରତି ଘରେ ଘରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର…