ନ୍ୟୁ ଡ୍ରିମ୍ ଇଣ୍ଡିଆ ସ୍କୁଲ ପରିସରରେ ୭୮ ତମ ସ୍ବାଧୀନତା ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ତ୍ୟାଗ ଓ…

ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସେବିଲାଶ ଭୁୟାଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା…

ତ୍ରିରଙ୍ଗା ହେଉଛି ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ :ଡଃ ମହାଲିଙ୍ଗ

ପୁରୀ ରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ପୁରୀ (ଅନିମେଶ ପଟ୍ଟନାୟକ): ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ। ୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି…

କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ସ୍ୱାଧୀନତା ଦିବସ ପାଳିତ

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ହରିହର ବିହାର କଳିଙ୍ଗ ସ୍ମାର୍ଟ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହରିହର ବିହାର, ଲାବନ୍ୟ ବିହାର ଓ ନୃସିଂହ ମନ୍ଦିର ଚତୃପାର୍ଶ୍ୱ ରେ ପ୍ରଭାତ ଫେରି କାର୍ଯ୍ୟକ୍ରମର ଆୟୋଜନ…

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ…

ଏବିସିଡି ତରଫରୁ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର:- ସହର ର ଅଗ୍ରଣୀ ସର୍ବପୁରାତନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ର ୨୬ ତମ ନୂଆଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀ ଅନିଲ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ତା.୦୮.୦୯.୨୦୨୪ ରିଖ ରବିବାର ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାର…

ଖଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ୭୮ତମ ସ୍ବାଧୀନତା ଦିଵସ ପାଳିତ।

(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୧୫/୮, ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ୭୮ତମ ସ୍ବାଧୀନତା ଦିଵସ ପାଳିତ ମହାସମାରୋହରେ ହୋଇଯାଇଅଛି । ଏଅଵସରରେ ଖଲ୍ଲିକୋଟ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଶ୍ରୀ…

ଜମରତଲା ଉଚ୍ଚ ବିଦ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳିତ।

ପଦ୍ମପୁର :- ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତା ରେ ୭୮ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି, ସକାଳ ୫ଟା ରେ ରାମଧୁନ ସହ ଗ୍ରାମ ପରିକ୍ରମା କରିଥିଲେ l ସକାଳ ୮ ଟାରେ…

ଭଞ୍ଜନଗର ରେ ୭୮ତମ ସ୍ଵାଧୀନତା ଦିବସ ଉତ୍ସବର ଚିତ୍ତାକର୍ଷକ ପ୍ୟାରେଡ୍ ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ…

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଆଜି ଭଞ୍ଜନଗର ସହରର ବିଭିନ୍ନ ଅନୁଷ୍ଠାନ,ପ୍ରତିଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ରେ ଜାତିୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ର ୭୮ ତମ ଉତ୍ସବ ପାଳନ କରାଯାଇଥିବାବେଳେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ…

ଉପଖଣ୍ଡ ସ୍ତରୀୟ 78ତମ ସ୍ୱାଧୀନତା ଦିବସ ପାଳିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :  ତା 15-08-2024ରିଖ ଦିନ 78ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଦିବସର ମୁଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌର ଯୋଗଦେଇ ସ୍ଥାନୀୟ ମିନି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ରେ…