ବାଣପୁର :(ସେକ କୌସର ):ବନ୍ଧୁକ ମୁନରେ ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା, ୩ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ ଆଜି ସନ୍ଧ୍ୟାରେ ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାର କୁ ଅଟକାଇ ୩ ଜଣ ଦୁର୍ବୃତ୍ତ ଏକ ପଲସର ରେ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୮ ଲକ୍ଷ ୩୦ ହଜାର ଟଙ୍କା | ପ୍ରଥମେ ଏକ ଟାଟା ଏସି କାରକୁ ଅଟକାଇଥିଲା ତାପରେ ୩ ମୁଖା ପିନ୍ଧା ଯୁବକ ଏକ ପଲସର ରେ ଆସି ଡ୍ରାଇଭର ଡୋର ଗ୍ଲାସ ଭାଙ୍ଗି ଓ ଆଗରେ ବସିଥିବା ଲୋକକୁ ବନ୍ଧୁକ ଦେଖାଇଥିଲେ ଏବଂ ୩ ରାଉଣ୍ଡ ଫାଇରିଙ୍ଗ କରି ବ୍ୟାଗ ରେ ଥିବା ଟଙ୍କା କୁ ଲୁଟି ନେଇ ଖୋର୍ଦ୍ଧା ଅଭିମୁଖେ ଫେରାର ମାରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
ପ୍ରାକ୍ ସତର୍କ ସୂଚନା, ଆଗୁଆ ପଦକ୍ଷେପ: ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍ ଇଣ୍ଡିଆ ପକ୍ଷରୁ ଆଲୋଚନାଚକ୍ର ଆୟୋଜିତ
Next Post