ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜେଡ଼ି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଭତ୍ତାକୁ 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲେ ମଧ୍ୟ ତାର ଭତ୍ତା ଜନିତ ପ୍ରତିଶୃ୍ତି ପାଳନ କରିନଥିବା…

ତାଲ ପଦର ଗ୍ରାମରେ ଫାଇଲେରିଆ ଔଷଧ ବଣ୍ଟନ।

ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଜ଼ିଲ୍ଲା ସମିତି ବରଗଡ ତରଫରୁ ଗତ 10.08.2024ରେ ଆରମ୍ଭ ହୋଇ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ଫାଇଲେରିଆ ନିବାକରଣ ପୂର୍ବକ ଔଷଧ ବଣ୍ଟନ କରିବା…

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଆଜି ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ,ଧର୍ମଗଡ ଧିମନ ଚକମା, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,ବି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…

ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୨ ତମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ…

ଜଗତସିଂହପୁର ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୦.୦୮.୨୦୨୪/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ,(ଭା.…

‘ଆକାଂକ୍ଷା” ସାହିତ୍ୟ ସମାଜକୁ ସାହିତ୍ୟ ସଙ୍ଗଠନ ସମ୍ମାନ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜାମ କବିତା ଘର ଲିଟେରାରୀ ଟ୍ରଷ୍ଟ , ବଂଶଧାରା ପାଠାଗାର କାଶୀନଗର ସାହିତ୍ୟ ଏବଂ ଜ୍ଞାନ ଜ୍ୟୋତି ଚ୍ୟାରି ଟେବଲ ଟ୍ରଷ୍ଟ , କରଞ୍ଜିଆ ଆନୁକୁଲ୍ୟରେ କାଶୀନଗର ସାହିତ୍ୟ ଉତ୍ସବ - ୨୦୨୪ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଟ୍ରଷ୍ଟ…

ବିବେକ ଭାରତୀ ସେବାଶ୍ରମ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ

ବାଲେଶ୍ବର ଖଇରା /ବୁଲୁ ଲେଙ୍କା /ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଇ ଭଉଣୀ ଓ ସଦଭାବନାର ଏହି ପବିତ୍ର ପର୍ବ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି  ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ୍ ର ଡଗରପଡା ବିବେକ ଭାରତୀ ସେବାଶ୍ରମ ରେ କୁନି କୁନି ପିଲା ମାନଙ୍କ ହାତରେ ରାକ୍ଷୀ…

୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଲେ କିସ୍‍ ଓ ରିକି କେଜଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନ

ଭୁବନେଶ୍ୱର,୧୯ ।୮: ନିକଟରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା କିସ୍‍ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନକୁ ବିଭିନ୍ନ ଗଣମାଧ୍ୟମରେ…

ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ଉପରେ ସପ୍ତାହବ୍ୟାପୀ ସଚେତନତା ଅଭିଯାନ

ଝାରସୁଗୁଡା, ଓଡ଼ିଶା, ୨୦ ଅଗଷ୍ଟ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଜିଲ୍ଲାର ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ (ଏମଡିଡି) ର ମୁକାବିଲା ପାଇଁ ଏକ ସପ୍ତାହ ବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଶେଷ କରିଛି। ଏହି ଅଭିଯାନ ୨୮ ଟି ଗାଁ ଏବଂ…