Sign in
Sign in
Recover your password.
A password will be e-mailed to you.
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବଡ଼ ହାସ୍ୟ ଉଲ୍ଲାସରେ ତଥା ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ…
ପିଏମ୍ ଜନମନ ପରିଯୋଜନା: ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମରେ ଆଜି ଗୁଣୁପୁର ବ୍ଲକର ଟଲଣା ଠାରେ ଆୟୋଜିତ ଶିବିରରେ ପ୍ରବଳ ଜନସମାଗମ ହୋଇଥିଲା l ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା…
ବିଶ୍ଵ ହିନ୍ଦୁ ପରିଷଦ ର ସ୍ଥାପନା ଦିବସ ପାଳନ।
ବାସୁଦେବପୁର - ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ପବିତ୍ର ଜନ୍ମାଷ୍ଟମୀ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳି ଦାନ ଦିବସ, ଏବଂ ବିଶ୍ବ ହିନ୍ଦୁ ପରିଷଦ ର ସ୍ଥାପନା ଦିବସ ପାଳନ ହୋଇ ଯାଇଛି। ବାସୁଦେବପୁର ପ୍ରଖଣ୍ଡ ସମ୍ପାଦକ ଉତ୍କଳ କେଶରୀ ନାୟକ ଙ୍କ ସଂଯୋଜନା ରେ…
ରାଧା ଓ କୃଷ୍ଣ ବେଶଧାରୀ ମାନଙ୍କୁ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ବାଗତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀକୃଷ୍ଣ ଭାବନାର ପ୍ରତୀକ ସ୍ଵରୂପ ବାଲ୍ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ସମଗ୍ର ବିଶ୍ବରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସମାଜ ଏବଂ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନାମରେ ମହାଆଡମ୍ବର ସହକାରେ ପାଳନ କରାଯାଉଛି।…
ବେଲଗୁଣ୍ଠା ବାର୍ ଆସୋସିଏସନ୍ ବୈଠକ ; ଅତିଶୀଘ୍ର ଜେଏମ୍ଏଫସି ଅଦାଲତ ଖୋଲିବା ନିମନ୍ତେ ଆଲୋଚନା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଠାରେ ଏକ ଜେଏମ୍ଏଫସି ଅଦାଲତ ଖୋଲିବା ନିମନ୍ତେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ I ତେଣୁ ବେଲଗୁଣ୍ଠା ଠାରେ ଅତି ଶୀଘ୍ର କିପରି ଜେଏମ୍ଏଫସି ଅଦାଲତ ପ୍ରତିଷ୍ଠା ହୋଇପାରିବ…
ଉପ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଭେଟି ଅଞ୍ଚଳର ସମସ୍ୟା ଜଣାଇଲେ ନର୍ଲା ସାମ୍ବାଦିକ ସଂଘ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ସାମ୍ବାଦିକ ସଂଘ ଓଜେୟୁ ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଗ୍ରସ୍ତ କରି ଗତ ଶୁକ୍ରବାର ଦିନ,ବିଧାନସଭା ପରିସରରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ…
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ପୋଲିସ ଜୁଲମକୁ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ନିନ୍ଦା
ଭୁବନେଶ୍ୱର (୨୬/୮) : ଖ୍ୟାତନାମା ପରିବେଶବିତ୍ ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ବରଗଡ଼ ଜିଲ୍ଲା ଭଟଲି କଲେଜରେ ଏକ ଆଲୋଚନା ଚକ୍ରରେ ଯୋଗଦେବା ଓ ପରେ ବରଗଡ଼ ସମତା ଭବନରେ କୃଷକ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଗତ ୨୩ ଅଗଷ୍ଟ ସକାଳେ ବରଗଡ଼ ରେଳ ଷ୍ଟେସନରେ…
ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ ସିରିଜ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଓଡିଏମ୍…
ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଉଦ୍ୟମିତା ଦିବସ ପାଳନ ଅବସରରେ ଇନକ୍ୟୁବେଟି ଷ୍ଟାର୍ଟ-ଅପ୍ ଏବଂ ଛାତ୍ରଛାତ୍ରୀଙ୍କ…
ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୪: ବିଶ୍ୱ ଉଦ୍ୟମିତା ଦିବସ ଉତ୍ସବର ଏକ ଅଂଶ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ (REP) ପକ୍ଷରୁ ଛାତ୍ରଛାତ୍ରୀ ତଥା ଆଇଆଇଟି ଦ୍ୱାରା ଅନ୍ତର୍ଭୁକ୍ତ ପ୍ରାୟ ୩୦ଟି ଷ୍ଟାର୍ଟ ଅପ୍ ସହିତ ଏକ ସମୃଦ୍ଧ…
ଓଡିଶାରେ ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା “ଲକ୍ଷପତି ଦିଦି” ଭାବେ ସମ୍ବର୍ଦ୍ଧିତ
୨୦୨୪- ୨୫ ଆର୍ଥିକ ବର୍ଷରେ ସୃଷ୍ଟି କରାଯିବ ୧୬ ଲକ୍ଷ ଲକ୍ଷପତି ଦିଦି ।
ଭୁବନେଶ୍ୱର,ତା ୨୫/୦୮/୨୦୨୪: ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର…