ଏନଏଚ୍-୫୫ର ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ…

• ସ୍ଥାନୀୟ ଲୋକଙ୍କ ଦାବି କ୍ରମେ କାମ କରିବା ପାଇଁ ଏନଏଚ୍ଏଆଇ ଅଧିକାରୀଙ୍କୁ ଦେଲେ ପରାମର୍ଶ • ଜନସାଧାରଣଙ୍କ ସୁବିଧା ପାଇଁ ଏନଏଚ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ କହିଲେ ଆଠମଲ୍ଲିକ, ଅଗଷ୍ଟ ୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଖଲ୍ଲିକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୨ତମ ଶ୍ରୀ କୃଷ୍ଣଜନ୍ମାଷ୍ଠମୀ ପାଳିତ

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ) : ଆଜି ତାରିଖ ୨୬-୮-୨୦୨୪ , ସୋମବାର ଦିନ ଖଲ୍ଲିକୋଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମହାଆଡମ୍ବରରେ ଶ୍ରୀ କୃଷ୍ଣଜନ୍ମାଷ୍ଠମୀ ପାଳନ କରାଯାଇଛି। ଏଅଵସରରେ କୁନି କୁନି ପିଲା ମାନଙ୍କୁରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ , ବିଦ୍ୟାଳୟ…

କୁଲାଡ ଗ୍ରାମରେ ବିଶ୍ବହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତି ଉତ୍ସବ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କୁଲାଡ ଗ୍ରାମରେ ଆଜି ପାଳିତ ହୋଇଛି ବିଶ୍ବହିନ୍ଦୁ ପରିଷଦର ଷାଠିଏ ତମ ବର୍ଷ ପୂର୍ତ୍ତି ଉତ୍ସବ ସହିତ ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶୋହଳ ତମ ବଳୀଦାନ ଦିବସ ଓ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ। ଅଦ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ…

ପାରଳାଖେମୁଣ୍ଡି ଠାରେ “ଓଡ଼ିଶା ସାମ୍ବାଦିକ ୟୁନିଅନ”ର ରାଜ୍ୟସ୍ତରୀୟ ସମାବେଶ

https://youtu.be/nEoU7Ghr5HY "ସାମ୍ବାଦିକ ମାନଙ୍କ ସୁରକ୍ଷା , ସ୍ୱାସ୍ଥ୍ୟବୀମା ଏବଂ ପେନସନ ବ୍ୟବସ୍ଥା ପାଇଁ ଆମେ ଚେଷ୍ଟିତ" ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ "ଓଡ଼ିଶା ସାମ୍ବାଦିକ ୟୁନିଅନ"ର ରାଜ୍ୟ ସ୍ତରୀୟ…

ବ୍ଲକ ସ୍ତରୀୟ ” ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ ” ସମାରୋହ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ର ସମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ " ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ " ସମାରୋହ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇ ଅଛି. ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଭବାନୀପାଟଣା,ଶ୍ରୀ ଚନ୍ଦନ କୁମାର ଭୋଇ,( ଓଏସ)କାର୍ଯ୍ୟ କ୍ରମରେ ସ୍ୱାଗତ…

ବେଲଗୁଣ୍ଠାରେ ତୃତୀୟ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ…

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଟେଣ୍ଡର ଆହ୍ୱାନ I

ଭୁବନେଶ୍ୱର: ଆଞ୍ଚଳିକ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଛି। ନିକଟରେ ମାନ୍ୟବର ରେଳମନ୍ତ୍ରୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ 70 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି…

ବ୍ରହ୍ମପୁର ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକ ଉତ୍ସବ

 ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଚାଳକଙ୍କୁ ବିନାମୂଲ୍ୟରେ ପ୍ରଶିକ୍ଷଣ ଦେବା ସରକାରଙ୍କ ପ୍ରାଥମିକତା  ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ ବୋଲି ପରିବହନ ମନ୍ତ୍ରୀଙ୍କ ଘୋଷଣା ବ୍ରହ୍ମପୁର /ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା…