ଗଜପତି ରେ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର ଦିନ) ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ…

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗର ସ୍ବାଗତ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ର ସ୍ମାର୍ଟ ରୁମ୍ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଶ୍ରେଣୀର ତୃତୀୟ ଏବଂ ଦିତ୍ଵୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ମୁଖ୍ୟ ଶ୍ରୀମାନ ଲଳିତ…

ଅତିଥି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ।

ପଦ୍ମପୁର :- ସ୍ଥାନୀୟ ଟାଉନ୍ ହାଇସ୍କୁଲ ପଦ୍ମପୁର ପରିସର ମଧ୍ୟରେ ବ୍ଲକ୍ ଓଷ୍ଟା ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୪ଟି ବ୍ଲକ୍ ଯଥା ରାଜବୋଡ଼ା ସମ୍ବର, ଝାରବନ୍ଧ, ପାଇକମାଲ ଓ ଗାଇସିଲେଟ ର ଅତିଥି ଶିକ୍ଷକ ମାନଙ୍କର ମାର୍ଚ୍ଚ ୨୦୨୩ ଓ ଗତ ବର୍ଷର ୭…

ଗାଙ୍ଗପୁରରେ ପାଳିତ ହେଲା କୃଷି ଭିତ୍ତିକ ପର୍ବ ନଳଯାତ୍ରା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର…

ପୋଲିସ ର ଏକ ପାଖିଆ ପଦକ୍ଷେପ ଅଭିଯୋଗ: ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ବିଜେଡି ର ଥାନା ଘେରାଉ।

https://youtu.be/4PtH6QY0feo ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍  ପରିସର ରେ ପାଇକମାଲ ବ୍ଲକ ଉପଧକ୍ଷ ଶ୍ରୀ ସଂଜୀବ ବରିହା ଓ ସାଧାରଣ ନିର୍ବାଚନ ରେ ପଦ୍ମପୁର ରୁ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କର ଭିତରେ କୌଣସି ଏକ କାରଣ କୁ ନେଇ ବଚସା ଓ ଠେଲାପେଲା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ମନସ୍ବିନୀ ଦାସ ,…

ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ

ମିଛ ଫୋନ୍ କଲ୍ ଏବଂ କେୱାଇସି ଅପରାଧରୁ ଦୂରେଇ ରହିବାକୁ ସତର୍କ କରିଛି କମ୍ପାନୀ  ସନ୍ଦେହଜନକ ମେସେଜ କିମ୍ବା କଲ୍ ଆସିଲେ, ଟିପିଏସ୍ଓଡିଏଲ୍ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବା ପାଇଁ ଗ୍ରାହକଙ୍କୁ ଅନୁରୋଧ ବ୍ରହ୍ମପୁର, ସେପ୍ଟେମ୍ବର, ୨୦୨୪: ଟାଟା ପାୱାର ଓ ଓଡ଼ିଶା…

ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୪/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଲ (ସ୍ନିଲ୍)ରୁ ଆଇନ୍ ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ୨୦୧୯ -୨୪ ବ୍ୟାଚର ବିଏ ଏଲ୍ଏଲ୍ବି (ଅନର୍ସ), ବିବିଏ ଏଲ୍ଏଲବି (ଅନର୍ସ), ୨୦୨୧-୨୪ ବ୍ୟାଚର ଏଲ୍ଏଲବି (ଅନର୍ସ) ଏବଂ ୨୦୨୩-୨୪…

କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ ଭୁବନେଶ୍ୱର, ୧୪ ।୯: ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି ବୋଲି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ, ଯୁବଶକ୍ତି…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଫାଇଲେରିଆ ସଚେତନତା ଅଭିଯାନ

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ବ୍ୟାପକ ଫାଇଲେରିଆ ସଚେତନ‌ତା ଅଭିଯାନ ଆୟୋଜନ କରାଯାଇଛି I ଏହା ଦ୍ଵାରା ଝାରସୁଗୁଡ଼ା ଜିଲ୍ଲାର ୮୫ଟି ଗ୍ରାମର ୯୦,୦୦୦ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଞ୍ଚିଥିଲା I ଏହି ଅଭିଯାନର ଏକ ଅଂଶ ଭାବରେ…