Sign in
Sign in
Recover your password.
A password will be e-mailed to you.
ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ଜିଲ୍ଲାପାଳ ଜନସେବା କେନ୍ଦ୍ର ପରିଦର୍ଶନ l
ରାୟଗଡ:-ତା. ୧୨/୦୯- ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ରାୟଗଡ ସହର ଓ ରାମନାଗୁଡା ବ୍ଲକର ବିଭିନ୍ନ ଜନସେବା କେନ୍ଦ୍ର ଅଚାନକ ପରଦର୍ଶନ…
“ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି “
#subhadra, #gharegharesubhadra ହେଉଛି ଭାଇରାଲ
ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି ପଞ୍ଜିକରଣ
‘ଘରେ ଘରେ ସୁଭଦ୍ରା’ ବିଷୟରେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହେବ ପ୍ରତିଭାର ପ୍ରତିଯୋଗିତା
ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ…
ନବରଙ୍ଗପୁର ଠାରେ ବିଭିନ୍ନ ବ୍ଲକରେ ସୁଭଦ୍ରା ରଥକୁ ସ୍ଵାଗତ,
ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ:: ଜିଲ୍ଲାରେ ସୁଭଦ୍ରା ଯୋଜନା କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଓ ଏହା ଉପରେ ବିଶେଷ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତ ୭.୯.୨୦୨୪ ରିଖ ଠାରୁ ସୁଭଦ୍ରା ରଥ ସମସ୍ତ ବ୍ଲକରେ ଗଡୁଛି ଏବଂ ଉତ୍ସାହର ସହ ସ୍ବାଗତ କରାଯାଉଛି।ଜିଲ୍ଲାରେ ବିଭିନ୍ନ ଜନ…
ଜିଲ୍ଲାସ୍ତରୀୟ ସପ୍ତମ ରାଷ୍ଟ୍ରିୟ ପୋଷଣ ମାସର ଶୁଭାରମ୍ବ
ନବରଙ୍ଗପୁର ୧୨/୯/୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ସପ୍ତମ ରାଷ୍ଟ୍ରିୟ ପୋଷଣ ମାସ -୨୦୨୪ ଆଜି ଶୁଭାରମ୍ବ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ…
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ଆକାଶମାର୍ଗରୁ ପରିସ୍ଥିତି ଆକଳନ,ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା
ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଜଣେ ବି ପ୍ରଭାବିତ ବ୍ୟକ୍ତି ଯେପରି ସରକାରୀ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କର - ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର, ୧୨.୦୯.୨୪: ମୁଖ୍ୟମନ୍ତ୍ରୀ…
ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ: ରେକର୍ଡ 160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅନଲୋଡ଼
ଭୁବନେଶ୍ୱର : ପୂର୍ବତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷରେ ମାତ୍ର 160 ଦିନରେ 100 ନିୟୁତ ଟନ୍ରୁ ଅଧିକ ପଣ୍ୟ ଅପସାରଣ କରି ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି | ଚଳିତ ଆର୍ଥିକ ବର୍ଷର 7 ସେପ୍ଟେମ୍ବର 2024 ସୁଦ୍ଧା ପୂର୍ବତଟ ରେଳପଥ ସଫଳତାର ସହିତ 100.44 ନିୟୁତ ଟନ୍…
ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କୁ ଭେଟିଲେ ପଦ୍ମପୁର ବରିଷ୍ଠ ନାଗରିକ ସଂଘ।
ପଦ୍ମପୁର :- ପଦ୍ମପୁର ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ମାନେ ଆଜି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚୌହାନ ଏବଂ ନୂତନ ଭାବରେ ଯୋଗଦାନ କରିଥିବା ଉପଜିଲ୍ଲାପାଳ ସୁଶ୍ରୀ ଅରଗୁଳା ସ୍ନେହା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ଉଭୟ…
ଶିବାନନ୍ଦ ଜନ୍ମ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦିବ୍ୟଜୀବନ ସଂଘ ,ଗୁଣପୁର ଶାଖା ତରଫରୁ ଆଜି ଶିବାନନ୍ଦ ମନ୍ଦିର ପରିସରରେ ସଦଗୁରୁ ଶିବାନନ୍ଦ ମହାରାଜଙ୍କ ୧୩୭ ତମ ଜନ୍ମ ଦିବସ ମହା ସମାରୋହରେ ପାଳିତ ସୋଇଯାଇଛି ।ଏହି ପବିତ୍ର ଦିବସରେ ଗୁରୁଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ମନୋଭାବ ନେଇ ସଦଗୁରୁଙ୍କ…
୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍ଯାପିତ
ସମ୍ମାନ ବିତରଣ ସହିତ ଓଡ଼ିଶୀ ନୃତ୍ୟ ‘ତନ୍ତ୍ର’ରେ ଦର୍ଶକ ବିଭୋର
ଭୁବନେଶ୍ୱର (୧୧.୦୯.୨୦୨୪): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ…
ତିନି ବର୍ଷ ଭିତରେ ୩୩ କେଭି ଲାଇନର ସୁଦୃଢ଼ୀକରଣ କରି ଦକ୍ଷିଣ ଓଡ଼ିଶାର ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ…
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସମଗ୍ର ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏଠାକାର ପାହାଡ଼,ଘଞ୍ଚ ଜଙ୍ଗଲ ଭରା ଗ୍ରାମୀଣ ଇଲାକାରେ ସବୁ ପ୍ରକାର ଆହ୍ଵାନକୁ ସଫଳତାର ସହ ମୁକାବିଲା…