(ଖଲ୍ଲିକୋଟ ରୁଶିବରାମ ଜେନା/ଶାସକ ପ୍ରଶାସକ): ଆମ ର ଖଲ୍ଲିକୋଟ ସହର ରେ ଶିକ୍ଷା ଦୀକ୍ଷାର ର ମାନ ବୃଦ୍ଧି ପାଇଁ କୋୖଣସି ରେ ଅଭାବ ନାହିଁ । ହେଲେ ଅଭାବ ଅଛି ସମୟ ଜ୍ଞାନ। ଏଅଵସରରେ କହିବାକୁ ଗଲେ, ସକାଳ ୧୦ଘଣ୍ଟା ୧୫ ମିନିଟ୍ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜେ ଶିବରାମ ଜେନା ଯାଇଥିଲେ, ଦେଖିବାକୁ ପାଇଥିଲେ ଅଫିସ୍ | ଭିତରେ ଅଛନ୍ତି ତିନି ଜଣ ,ବାକି କର୍ମ ଚାରୀ ଗଲେ କୁଆଡେ ? ଏପରିକି ଵିଇଓ,ଏଵିଓ ମଧ୍ୟ ନାହାନ୍ତି । ଆପଣ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଵିଳମ୍ବ ହେଲେ ତଲବ କରନ୍ତି ।ଅଫିସର ତଥା ଅଫିସିଆଲ୍ କିରାଣୀ, ମାନଙ୍କର ଆସିବାର ଡେରି ହେଲେ ତଲବ କରିବ କିଏ ? ଗତ ତଳ ଦିନେ ଠିକ୍ ଏହିପରି ଅଫିସ୍ ରେ ସମସ୍ତଙ୍କ ସିଟ୍ ଖାଲି ଥିବା ବେଳେ ଆଜି ମଧ୍ୟ ଅନୁରୂପ ଦେଖିବାକୁ ମିଳିଛି | ମୋଟ ଉପରେ କହିବାକୁ ଗଲେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରୀୟା ପ୍ରିତୀ ପୋଷଣ ନିତୀ ରେ ଚାଲିଛି।
Sign in
Sign in
Recover your password.
A password will be e-mailed to you.