ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ ବିଜେଡି ସରକାର ଅମଳରେ ଝାରସୁଗୁଡ଼ା ପୌର ପାଳିକା ରେ ହୋଇଥିବା ମଶାତେଲ କିଣା ଦୁର୍ନୀତି ଘଟଣା ଅଭିଯୋଗ ରେ ଏବେକାର ବିଜେପି ସରକାର ରେ କାର୍ଯ୍ଯାନୁଷ୍ଠାନ। ସେତେବେଳ ର ସେଠିକାର ନିର୍ବାହୀ ଅଧିକାରୀ ଥିବା ଏବେକାର ଗୁଣପୁର ପୌର ପାଳିକା ର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କୁ ଗୁଣପୁର ଠାରେ ଗିରଫ କଲା ଭିଜିଲାନ୍ସ ଟିମ।