ରକ୍ତ ଶିକୁଳା ଚିହ୍ନଟ ନିମନ୍ତେ ସ୍ୱତନ୍ତ୍ର ଶିବିର :ଆଦିମ ଅଧିବାସୀ ଲାଞ୍ଜିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଠାରେ ଆଦିମ ଅଧିବାସୀ ଲାଞ୍ଜିଆଙ୍କ ରକ୍ତ ଶିକୁଳା ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଏକ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ମୁଖ୍ୟ…

ଭଞ୍ଜନଗର “ଗୀତା ଭବନ” ଠାରେ ଭାଗବତ ଜନ୍ମୋତ୍ସବ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ସନାତନି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭଜନ କୀର୍ତ୍ତନ ଜଣାଣ ର କେନ୍ଦ୍ର "ଗୀତା ଭବନ" ଠାରେ ଆଜି ପବିତ୍ର ଭାଗବତ ଜନ୍ମୋତ୍ସବ ସହିତ ଇନ୍ଦୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଛି। ଏହି ଉତ୍ସବ…

ପୌର କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ସିଷ୍ଟମ୍ (NPS) ବ୍ୟବସ୍ଥା ଉପରେ କର୍ମଶାଳା

ଭୁବନେଶ୍ୱର, ତାରିଖ: ୧୮।୯:- ଭୁବନେଶ୍ୱରର ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ର କନଫରେନ୍ସ ହଲରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ର କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ସିଷ୍ଟମ (NPS) ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଏହି ତାଲିମ କାର୍ଯ୍ୟକ୍ରମଟି…

ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା: ବିଜେଡି

 ଶହେ ଦିନର କାର୍ୟ୍ୟରୁ ସ୍ପଷ୍ଟ, ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ  ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ସୁଭଦ୍ରା ଯୋଜନାରେ ପ୍ରତିଶୃତିରେ ପ୍ରତାରଣା।  କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତର ପ୍ରତିଶ୍ରୁତି ପାଣିର ଗାର।…

“ଆଦିବାସୀ ଜନଜାତି ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବ ସୁଭଦ୍ରା”

 ଇଣ୍ଟରନେଟ ଅସୁବିଧା ନିମନ୍ତେ ପାହାଡ ଉପରେ କରାଯାଉଛି “ସୁଭଦ୍ରା” ଫର୍ମ ପଞ୍ଜିକରଣ  ବିନା ଋଣ ବୋଝରେ ବି ଆରମ୍ଭ କରିପାରିବେ ନୂଆ ଜୀବିକା ଭୁବନେଶ୍ୱର, ତା ୧୮/୦୯/୨୦୨୪ରିଖ: "ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଶୁଭାରମ୍ଭ ହୋଇଯାଇଛି ଓଡ଼ିଶା ସରକାରଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ: ବାଲିଆପାଳ ଓ ଭୋଗରାଇ ବନ୍ୟାପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ…

ବାଲେଶ୍ବରରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ, ରିଲିଫ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍ ନିୟୋଜିତ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ…

ରାଜ୍ୟ ସମବାୟ ବ୍ୟାଙ୍କ କାର୍ଯ୍ୟାବଳୀର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ

 ମୋବାଇଲ୍‌, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ପେମେଣ୍ଟ ଆଦି ସେବା ଯୋଗାଇଦେବାକୁ ନିଆଯିବ ପଦକ୍ଷେପ  ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ କ୍ରେଡିଟ୍ ଡିପୋଜିଟ୍ ଅନୁପାତରେ ଅଣାଯିବ ସଂସ୍କାର  ଖାଲି ପଡ଼ିଥିବା ପଦବୀ ହେବ ପୂରଣ, ଭିତ୍ତିଭୂମିକୁ କରାଯିବ ସୁଦୃଢ଼…

ଉନ୍ନୟନ କମିଶନରଙ୍କ ଉତ୍ତର ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ତଥା…

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି : ବିଜେଡି

ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜି ଜିତିଥିବା ‌‌ ଓଡ଼ିଶାକୁ ଅଣଦେଖା ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସିନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ସାଂସଦମାନେ ମୁହଁ ଖୋଲନ୍ତୁ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ…

ଝାଡ଼ଖଣ୍ଡ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜଭବନ ପକ୍ଷରୁ ଅନୁରୋଧ ।

ଭୁବନେଶ୍ୱର, ତା୧୭.୦୯.୨୦୨୪- ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଝାଡ଼ଖଣ୍ଡ ରାଜ୍ୟର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ ମୃତ ଛାତ୍ର ଜଣକ…