Sign in
Sign in
Recover your password.
A password will be e-mailed to you.
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନ ବିଭିନ୍ନ କ୍ଲଷ୍ଟର ରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଇଲାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁନାପାଣି ଓ…
ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଏବଂ ପରିଚାଳନା କମିଟି ବୈଠକ (ଦିଶା) ଅନୁଷ୍ଠିତ
ଜଗତସିଂହପୁର, ତା ୨୫.୦୯.୨୪ ସୁମନ୍ତ କୁମାର ଦାସ:ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଉନ୍ନୟନ ଏବଂ ପରିଚାଳନା କମିଟି ବୈଠକ (ଦିଶା) ଅନୁଷ୍ଠିତ ହୋଇଯାଇଅଛି। ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାର…
ଭଞ୍ଜନଗର ଡିହପଢାଳ ଗ୍ରାମରେ ସେବାପକ୍ଷ ଦୀବସ ପାଳିତ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ତତ୍ବାବଧାନରେ ଆଜି ଡିହପଢାଳ ଗ୍ରାମରେ " ସେବାପକ୍ଷ ଦୀବସ" ପାଳନ ହୋଇଛି। ଆଜି ସେପ୍ଟେମ୍ବର ୨୫ ତାରିଖ ବୁଧବାର ୨୦୨୪ ଦିନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡିହପଢାଳ…
ବିଜେପି ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର,୨୭ ୟୁନିଟ ସଂଗୃହୀତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଡାବୁଗାଁ ବିଧାନ ସଭା ମଣ୍ଡଳୀ ଯୁବ ମୋର୍ଚ୍ଚା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ଡାବୁଗାଁ ବ୍ଲକ ସହ…
ମୋବାଇଲ ଦୋକାନ ରୁ ଚୋରି ଅଭିଯୋଗ, ୩ ଗିରଫ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅଧୀନ ଅଲାମାଗୁଡ଼ା ଗ୍ରାମ ର ଜଣେ ବ୍ୟବସାୟୀଙ୍କ ମୋବାଇଲ ଦୋକାନ ରୁ ଶଟର ଭାଙ୍ଗି ଚୋରି ଅଭିଯୋଗ ରେ ଆଜି ପୁଲିସ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।…
ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ବା ପି. ସି. ଆଇ. ର ମାର୍ଗଦର୍ଶିକା ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖକୁ ବିଶ୍ବ ଫାର୍ମାସିଷ୍ଟ…
ରାଜ୍ୟସ୍ତରୀୟ ଭଲିବୋଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଭଲିବୋଲ ପ୍ରତିଯୋଗିତା ଅନୁଷ୍ଠିତ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୬ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଆନ୍ଧ୍ର ପ୍ରଦେଶ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ଆଜିକୁ ପ୍ରାୟ ୫ ମାସ…
ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ସଦସ୍ୟତା ଅଭିଯାନ ସମ୍ପର୍କିତ ବୈଠକ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଙ୍କ ନିର୍ଦେଶ କ୍ରମେ ଆସନ୍ତା 25 ତାରିଖ ଦିନ ପ୍ରଧାନମନ୍ତ୍ରୀ ଙ୍କ ସହ ସବୁ ବିଜେପି ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ମାନେ…
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
‘ଏକାତ୍ମ ମାନବବାଦ’କୁ ବର୍ତ୍ତମାନ ସମାଜ ଅନୁସରଣ କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ – ମୁଖ୍ୟମନ୍ତ୍ରୀ
ଦୀନ ଦୟାଲଙ୍କ ସ୍ମୃତିରେ ଭୁବନେଶ୍ୱରରେ ନିର୍ମାଣ ହେବ ଏକ ସୁଦୃଶ୍ୟ ପାର୍କ ଏବଂ ପ୍ରତିଷ୍ଠା ହେବ ଲାଇଫ୍ ସାଇଜ୍ ପ୍ରତିମୂର୍ତ୍ତୀ
ଭୁବନେଶ୍ୱର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ…