କମ୍ପ୍ୟୁଟର ସାଇନ୍ସରେ ମୋନାଲିସା ସାହୁଙ୍କୁ ପି ଏଚ ଡି ଲାଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିକଟ ଆଚାବା ଗ୍ରାମର ଶ୍ରୀମତୀ ମୋନାଲିସା ସାହୁ ସଫଳତାର ସହ ଗୁଣପୁର ଜିଆଇଇଟି ବିଶ୍ଵ ବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ପି ଏଚ ଡି ଡିଗ୍ରୀ ହାସଲ କରିଛନ୍ତି। ସେ ଗୁଣପୁର ଜିଆଇଇଟି ରେ Development of covert Communication…

ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକ: ୪୯୫୪ କୋଟି ଟଙ୍କାର ୩୧ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର :ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର…

‘ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୪ : କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁତ ଦେଶବ୍ୟାପୀ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩୦ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ସେପ୍ଟେମ୍ବର ୨୧ ତାରିଖ ଦିନ ରାଜଧାନୀ ଉପକଣ୍ଠ ଜାମୁଝରି ଗ୍ରାମ ଠାରେ ସଫେଇ…

ଅଞ୍ଚଳ ମହାବିଦ୍ୟାଳୟ ରେ ଏନ୍.ଏସ୍.ଏସ୍. ଦିବସ ପାଳିତ

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଏନ୍.ଏସ୍.ଏସ୍. ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ, ଶ୍ରୀ ପଣ୍ଡା ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ଗୁଡ଼ିକ ଉପରେ…

ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ…

ହାଇଦରାବାଦ : ଏକ ଅଗ୍ରଣୀ ଭାରତୀୟ ଉପଭୋକ୍ତା ଇଲେକଟ୍ରୋନିକ୍ସ ବ୍ରାଣ୍ଡ୍‌‌ ମିଭି (ଏମଆଇଭିଆଇ) ତାହାର ସଦ୍ୟତମ ରାଷ୍ଟ୍ରୀୟ ଅଭିଯାନ ‘ହିୟର କ୍ଲିୟର’କୁ ଏକ ନୀରବ ବିଜ୍ଞାପନ ଫିଲ୍ମ (ସାଇଲେଣ୍ଟ ଆଡ ଫିଲ୍ମ) ସହିତ ଶୁଭାରମ୍ଭ କରିଛି, ଅଡିଓ ଡିଭାଇସ ଶିଳ୍ପରେ ଏହା ଏହି ଧରଣର ପ୍ରଥମ ଉତ୍ପାଦ। ଏହି…

ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମାନ ନିର୍ଦ୍ଧାରଣ ପରୀକ୍ଷା

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ୧୩ ଟି କ୍ଲଷ୍ଟର ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ ମାନ ନିର୍ଦ୍ଧାରଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ମାନ ନିର୍ଦ୍ଧାରଣ ପରୀକ୍ଷା ଗଣିତ ଏବଂ ଭାଷା ବିଷୟରେ ପ୍ରଥମ ଶ୍ରେଣୀ ,ଦ୍ଵିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ…

ଶାରିରୀକ, ସାମାଜିକ ,ମାନସିକ ବିକାଶ ରେ କ୍ରୀଡ଼ା ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଦଶପଲ୍ଲା ବିଧାୟକ

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ,ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା…

ଜାତୀୟ ସେବା ଯୋଜନା ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର , ୬୦୨…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ଆଜି ଜାତୀୟ ସେବା ଯୋଜନା ଦିବସ । ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୬୦୨ ୟୁନିଟ ରକ୍ତ…

ରକ୍ତ ଦାନ ଶିବିର ଅନୁଷ୍ଠିତ।

ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ପାଳନ ଅବସର ରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ଠାରେ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ବିଜେପି ବିଧାନ ସଭା ପ୍ରାର୍ଥୀ ଓ ବାସୁଦେବପୁର ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ଏହି…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ଆଜି (ସୋମବାର) ସ୍ଥାନୀୟ…