Sign in
Sign in
Recover your password.
A password will be e-mailed to you.
ଗଜପତି ରେ ବିଶ୍ବ ପର୍ଯ୍ୟଟନ ଦିବସ- ୨୦୨୪ ପାଳନ
https://youtu.be/GpL3WdUNSYU
ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ସାମାଜିକ , ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର…
ଗୁଣପୁର ମହାବିଦ୍ୟାଳୟ ରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ସ୍ଵଚ୍ଛତl ହିଁ ସେବା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ ରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ସ୍ଵଚ୍ଛତା ହିଁ ସେବା ପାଇଁ ସ୍ଵେଛା ସେବି ମାନଙ୍କ ଏକ ଶପଥ ପାଠ ଉତ୍ସବ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅମୀୟ ରଂଜନ ମହାନ୍ତି…
ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ…
ଭୁବନେଶ୍ୱର, ୨୭ ସେପ୍ଟେମ୍ୱର ୨୦୨୪: ଆଜି ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ…
ସମସ୍ତଙ୍କୁ ବାସଗୃହ ଓ ପାନୀୟ ଜଳ ଆମ ସରକାରଙ୍କ ପ୍ରାଥମିକତା ,ବିଭିନ୍ନ ସମସ୍ୟାର ସମାଧାନର କରିବାରେ ସରକାରଙ୍କ…
• ସମସ୍ତ ଯୋଗ୍ୟ ହିତାଧିକାରୀକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବାକୁ ସୁନିଶ୍ଚିତ କରନ୍ତୁ – ମନ୍ତ୍ରୀ ରବି ନାରାୟଣ ନାଏକ
• ଆମ ସରକାର ଲୋକଙ୍କର ସରକାର – ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର: ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରରେ…
୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ସୁଭଦ୍ରା କିସ୍ତି ମିଳିବ
ଜିଲ୍ଲାପାଳ ସମ୍ମିଳନୀରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସଂପର୍କିତ ଆଲୋଚନା
• ଆଜି ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ
• ଖୁବ୍ ଶୀଘ୍ର ଏକ କୋଟି ଛୁଇଁବ ପଞ୍ଜୀକରଣ- ଉପ ମୁଖ୍ୟମନ୍ତ୍ରୀ
• ଜନଜାତି ବହୁଳ ଅଞ୍ଚଳମାନଙ୍କରେ ପଞ୍ଜୀକରଣକୁ ଗୁରୁତ୍ୱ
ଭୁବନେଶ୍ୱର:…
ବିଶ୍ୱ ସାମୁଦ୍ରିକ ପ୍ରବାହରେ ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ଜଳକୁ ମିଶ୍ରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଅଧ୍ୟୟନ
ଆନ୍ତର୍ଜାତୀୟ ସହଯୋଗୀମାନଙ୍କ ସହିତ ଆଇଆଇଟି ଭୁବନେଶ୍ୱରର ଗବେଷଣାକାରୀଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନର ମହତ୍ତ୍ୱପୂର୍ଣ୍ଣ ସୂଚକର ପରିପ୍ରକାଶ
ଭୁବନେଶ୍ୱର, ୨୭ ସେପ୍ଟେମ୍ବର ୨୦୨୪: ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଡ୍ରାଇଭର ଆଟଲାଣ୍ଟିକ୍ ମେରିଡେନାଲ୍ ଓଭରଟର୍ନିଂ…
ସୋଆରେ ୫୫ତମ ଏନ୍ଏସ୍ଏସ୍ ଦିବସ ପାଳିତ
ଭୁବନେଶ୍ୱର, ୨୬/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ମଙ୍ଗଳବାର ଦିନ ୫୫ତମ ଏନ୍ଏସ୍ଏସ୍ ଦିବସ ପାଳିତ ହୋଇଯାଇଥିଲା ବେଳେ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ରାଷ୍ଟ୍ରୀୟ ସେବା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି…
କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା…
ବ୍ରହ୍ମପୁର, ୨୬/୦୯ : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ…
ଓଡିଶା ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେବ ଅନ୍ତଃବିଭାଗୀୟ କମିଟି
ଭୁବନେଶ୍ୱର ତା ୨୬.୦୯.୨୦୨୪- ଓଡିଶା ନର୍ସିଂ କର୍ମଚାରୀ ସଂଘ (ONEA) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା। ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହୋଇଛି ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ…
- ଏନଏମଏସିସି ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି - ମ୍ୟାଡାମ୍ ଫିଗାରୋ
- ଏନଏମଏସିସି ସହିତ ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ଆମଷ୍ଟରଡାମ୍, ହଂକଂ ଏବଂ ବର୍ଲିନର କେନ୍ଦ୍ରଗୁଡିକ ମଧ୍ୟ ସାମିଲ ହୋଇଛନ୍ତି
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର ୨୦୨୪: ପ୍ରତିଷ୍ଠିତ ଆନ୍ତର୍ଜାତୀୟ…