Sign in
Sign in
Recover your password.
A password will be e-mailed to you.
ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍
ଭୁବନେଶ୍ୱର, ୨୫ । ୯: ଶିକ୍ଷାବିତ୍ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମ ଡାଉନ୍ ଟାଉନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ବୁଧବାର ଗୁଆହାଟିସ୍ଥିତ ଆସାମ ଡାଉନ୍ ଟାଉନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ…
ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା
"ଗୋଷ୍ଠୀଭିତ୍ତିକ ଜଳ ପରିଚାଳନାରେ ଜଳସାଥି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି"
ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୪ : ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓଡିଶା ଅର୍ବାନ ଏକାଡେମୀ ଓ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଆୟୋଜିତ ହୋଇଥିଲା। ଗୃହ…
ଆସନ୍ତା କାଲି ଦିନିକିିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
“ସଦସ୍ୟତା ଅଭିଯାନ - ୨୦୨୪” କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ଗସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ
ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ କରିବେ ଆଲୋଚନା
ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ…
ଗାଁ ପରିମଳ ଧୋବା ତୁଠରୁ : ଦୀପ ତଳ ଅନ୍ଧାର, ସ୍ଲୋଗାନରେ କାମ ସାର
ସ୍ୱଚ୍ଛ ଭାରତ ଅଭିଯାନ ଏଠି କେବଳ ପ୍ରହସନ
ଅଳିଆ ଗଦାରେ ପରିପୂର୍ଣ୍ଣ ପାଇକମାଲ ବ୍ଲକ କଲୋନି
ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ରହିବାକୁ ବାଧ୍ୟ ଅନେକ ଅଧିକାରୀ
ବରଗଡ଼ :- ବର୍ତମାନ ସାରା ଦେଶରେ ଚାଲିଛି ସ୍ୱଚ୍ଛତା ପକ୍ଷ । ଦେଶ କୁ ସ୍ୱଚ୍ଛ ନିର୍ମଳ ଓ ପରିଷ୍କାର କରିବା…
ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ବଜ୍ରକାପ୍ତା।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଜଙ୍ଗଲ ବିଭାଗ ଦ୍ଵାରା ଜୀବିତ ଅବସ୍ଥାରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଖବର ରୁ ପ୍ରକାଶ ଯେ ବାଦିମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ତାଙ୍କ ଘର ବାରିପଟେ ଏକ ଜୀବନ୍ତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ। ପରେ ସେ ପଦ୍ମପୁର ବନ ବିଭାଗକୁ ଖବର…
ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ବିଭାଗର ସମସ୍ତ କର୍ମଚାରୀ , ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ପୋଷଣ ମାସର…
ପୁଟ୍ଟାସିଂ ହାଇସ୍କୁଲରେ ବୃତିଗତ ପରାମର୍ଶ ଓ ସଚେତନତା ଶିବିରି ।
ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ରହିଛି ଅନନ୍ୟ ସୁଯୋଗ
ଗୁଣୁପୁର । ୨୪ /୦୯ : ବିଶେଷ ଭାବେ ଅନୁନ୍ନତ ଜନଜାତି ବର୍ଗ ର ଛାତ୍ରଛାତ୍ରୀ ମାନେ ଅଧ୍ୟବଶାୟ ଦ୍ବାରା ସଫଳତାର ଶୀର୍ଷ ଛୁଇଁ ପାରିବେ ଏବଂ ସେମାନଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଅନନ୍ୟ ସୁଯୋଗ…
ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ କମିଟି ର ସମୀକ୍ଷା ବୈଠକ ଅନୁଷ୍ଠିତ
ବରଗଡ଼:- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଆଚାର୍ଯ୍ୟ ସାସ୍ଥ୍ୟ, ଶିକ୍ଷା, କୃଷି, ଜଙ୍ଗଲ, ଉଦ୍ୟାନ, ପୂର୍ତ୍ତ ,…
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନବରଙ୍ଗପୁରମ ଜିଲ୍ଲା ସଂସ୍କୃତ ଦିବସ ମହା ସମାରୋହ-2024 ଅନୁଷ୍ଠିତ,
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଠାରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଙ୍କ ଦ୍ଵାରା ଏକ ବିଶାଳ ସଭାର ଆୟୋଜନ କରାଯାଇଛି। ଆଜିକାଲି ର ଆଧୁନିକ ଯୁଗରେ ଦିନକୁଦିନ ସଂସ୍କୃତ ଭାଷା ଲୋପ ପାଇବାକୁ ବସିଲାଣି।…
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଯାପିତ
https://youtu.be/uL4h7dcEicQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ତିନି ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଯାପିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶହେ ଦିନ ପୁରଣ ମଧ୍ୟରେ ଆରମ୍ଭ…