ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

  ଜଗତସିଂହପୁର,ତା ୦୯.୧୦.୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସମନ୍ଵୟରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

ତାଳପଦର ଗ୍ରାମ ରେ ମା କରମସାନୀ ପୂଜା

ବିଜେପୁର:ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ରେ ଜଗନ୍ନାଥ ମନ୍ଦିର ଶମ୍ଭୁଖରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମା କରମସାନୀ ପୂଜା ହୋଇଛି l ଗ୍ରାମର ଅନେକ ମହିଳା ଭକ୍ତ ପୂଜା ସ୍ଥାନକୁ ଆସି  କରମସାନୀ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ l ଗଜାନନ ସାହୁ…

ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା…

ରାୟଗଡ: ୯/୧୦/୨୦୨୪ : ଆଜି ଜିଲ୍ଲା ପ୍ରଶାସନ ରାୟଗଡ ଦ୍ବାରା ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲାପରିଷଦର ଅଧ୍ୟକ୍ଷ। ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ…

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 9/10 ଆସନ୍ତା ନଭେମ୍ବର ପହିଲା ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା…

ସପ୍ତମ ଦିନରେ କାଳରାତ୍ରୀ ବେଶରେ ମାଁ ଦୁର୍ଗା

ଓଁ ଐଂ ହୀଂ କ୍ଲିଂ ଚାମୁଣ୍ଡାୟେ ବିଚ୍ଚେ ଓଁ କାଳରାତ୍ରୀ ଦେବ୍ୟେ ନମଃ ପଦ୍ମପୁର :- ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ରେ ଆଜି ସପ୍ତମ ଦିନରେ ଅକାଳ ମୃତ୍ୟୁ ରୁ ମଣିଷ ସମାଜ କୁ ବଞ୍ଚିତ କରିବା ପାଇଁ ମାଁ କାଳରାତ୍ରୀ ବେଶ ରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର…

ଶିକ୍ଷକ ପ୍ରଭାତ ଗୌଡ଼ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ; ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବୃକ୍ଷରୋପଣ ଏବଂ ଏହାର ସୁରକ୍ଷା ଦିଗରେ ଉଦ୍ୟମ ପାଇଁ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କୁ ଚଳିତ ବର୍ଷ ପ୍ରକୃତିବନ୍ଧୁ ପୁରସ୍କାର ମିଳିଛି I ପୁରସ୍କାର ବାବଦରେ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ମାନପତ୍ର…

ନାଗଭୂଷଣ ପଟ୍ଟନାୟକଙ୍କ 26 ତମ ଶ୍ରଦ୍ଧାଞ୍ଜଳି ଦିବସ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 09 10 2024 ତାରିଖ ଦିନ ସିପିଆଇ (ଏମ୍ଏଲ)ଲିବରେସନ ତରଫରୁ ନକସଲବାଡି କୃଷକ ଆଦୋଂଲନ ମହାନ ନେତା ନାଗଭୂଷଣ ପଟ୍ଟନାୟକ କଂ 26 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର…

ଶ୍ରୀମତୀ ଇଣ୍ଡିଆ ଏସିଆ ୨୦୨୪ ପ୍ରତିଯୋଗିତାରେ ଓଡ଼ିଆ ଝିଅ ରାଜଶ୍ରୀଙ୍କୁ ଶ୍ରୀମତୀ ଭିବ୍ରାଣ୍ଟ ଟାଇଟଲ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ନୂଆଦିଲ୍ଲୀ ନିକଟ ଗୁରୁଗାଓଁ ଠାରେ ଆୟୋଜିତ ହୋଇଥିବା ପଞ୍ଚ ତାରକା ୱେଷ୍ଟଇନ୍ ହୋଟେଲରେ ଅନୁଷ୍ଠିତ ସମ୍ମାନଜନକ ଶ୍ରୀମତୀ ଇଣ୍ଡିଆ ଏସିଆ ୨୦୨୪ ପ୍ରତିଯୋଗିତାରେ ଓଡ଼ିଆ ଝିଅ ରାଜଶ୍ରୀ ରାଉତରାୟ ଶ୍ରୀମତି ଭିବ୍ରାଣ୍ଟ ଟାଇଟଲ ହାସଲ କରିଛନ୍ତି। ସୁଶ୍ରୀ…

୭୦ତମ ବନ୍ୟ ଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଗୁଣପୁର ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୭୦ତମ ବନ୍ୟ ଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଗୁଣପୁର ମହାବିଦ୍ୟାଳୟ,ଗୁଣପୁରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ଉକ୍ତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଓ ଗୁଣପୁର ବନାଞ୍ଚଳଦ୍ୱାରା ମିଳିତ ଭାବେ ଆୟୋଜିତ…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୪ ସମ୍ମାନରେ ସମ୍ମାନୀତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ରାୟଗଡାଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟକୁ ପ୍ରକୃତି ସଂରକ୍ଷଣ ଓ ପରିବେଶ…