Sign in
Sign in
Recover your password.
A password will be e-mailed to you.
ଭାରତ ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ
ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଭାରତ ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପାନୀୟ ଜଳ ପ୍ୟାକେଜ୍ ବିଷୟ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ୭୦ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ ।ବିଦ୍ୟାଳୟ ର ଭାରପ୍ରାପ୍ତ…
ଅଭିଯୁକ୍ତ କୁ ଫାସୀ ତଥା ପିଡିତାକୁ ନ୍ୟାୟ ଦାବିରେ ଦାବିପତ୍ର ପ୍ରଦାନ ।
https://youtu.be/Dg8n8QMeCpo
ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଟେମରୀ ଅଂଚଳରେ ଜଣେ ପାଂଚ ବର୍ଷିୀୟ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ତାକୁ ନୃସଂଶ ଭାବରେ ହତ୍ୟା କରିଥିଲା । ପୋଲସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଥିଲା । ହେଲେ ବର୍ତମାନ ଟେମରୀ…
ବିଜେପୁର ଠାରେ ଜ଼ିଲ୍ଲାସ୍ତରୀୟ ୟୁନିଅର ରେଡ଼କ୍ରସ ଶିବିର ଉଦଘାଟିତ
ବିଜେପୁର (ସୁଶାନ୍ତ ସାହୁ )ବରଗଡ଼ ଜିଲ୍ଲା ବିଜେପୁର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିୟର ରେଡକ୍ରସ ସୋଶାଇଟି ଅଧ୍ଯକ୍ଷ ରାଧାକାନ୍ତି ଛତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କୋ ୟୁନିଟ୍ ତରଫରୁ ଜାତୀୟ ସମ୍ବିଧାନ ଦିବସ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କୋ ୟୁନିଟ୍ ତରଫରୁ ଜାତୀୟ ସମ୍ବିଧାନ ଦିବସ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜନିତୀ…
ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ।
ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ସମ୍ବିଧାନର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ। ରାଜନୀତି ବିଭାଗର ମୁଖ୍ୟ ଶ୍ରୀମତୀ ମଧୁମିତା ପ୍ରଧାନ…
ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହର ନାମଯଜ୍ଞ ଉଦଯାପିତ ।।
ଝାରବନ୍ଧ-ମନୋହର ଦାଶ: ପାଇକମାଲ ବ୍ଳକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ମାଁ ଲକ୍ଷ୍ମୀ ରାଇସ ମିଲ ଦ୍ବାରା ଆୟୋଜିତ ଅଖଣ୍ତ ପ୍ରହର ନାମଯଜ୍ଞ ଆଜି ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଏହି ନାମଯଜ୍ଞ ୧୭ ତାରିଖ ଆରମ୍ଭ ହୋଇ ଆଜି ୨୪ ତାରିଖ ଦୀର୍ଘ ସାତ ଦିନଧରି ଯଜ୍ଞର ପୂର୍ଣ୍ଣାହୁତି ପଡିଛି ।…
ପରିଵେଶରକ୍ଷା, ଜୀବନ ସୁରକ୍ଷା, ପଦଯାତ୍ରା ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ପରିବେଶ ସୁରକ୍ଷା, ଜୀବନ ରକ୍ଷା। ସ୍ବାସ୍ଥ୍ୟ ହିଁ ସମ୍ପଦ । ଏ ଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳନ କରାଯାଇଛି ସ୍ବଚ୍ଛତା ଦିବସ। ଯାହାକି ଖଲ୍ଲିକୋଟ ସହର ର ଜନସାଧାରଣଙ୍କ ମାନସପଟ୍ଟରେ ସ୍ବଚ୍ଛତା ର ଗାର…
ପେପର ବ୍ୟାଲଟ ସିଷ୍ଟମ ପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନରେ ପେପର ବାଲଟ୍ ବ୍ୟବସ୍ଥାପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଡ. କୌଲ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରେ ତ୍ରୁଟି…
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୪: ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ କିଣିବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ…
ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ସର୍ବଭାରତୀୟ ଏନ୍ଜିଓ ‘ହମାରା ବଚ୍ପନ ଟ୍ରଷ୍ଟ’ (ଏଚବିଟି) ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ବୈଶ୍ୱିକ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ୨୫ (ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସ)ରୁ ଡିସେମ୍ବର ୧୦ (ଆନ୍ତର୍ଜାତିକ ମାନବାଧିକାର ଦିବସ)…