Sign in
Sign in
Recover your password.
A password will be e-mailed to you.
ଆସନ୍ତା ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦୁଇଗୁଣ ହେବାର ଲକ୍ଷ୍ୟ ରହିଛି : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ ପାଳିତ
ଭୁବନେଶ୍ୱର,୨୬/୧୧/୨୦୨୪:ଦୁଗ୍ଧ ଉତ୍ପାଦନରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛିା ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡ଼ିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି ବୋଲି…
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମାଲଡୋଭାର ଶିକ୍ଷା ମନ୍ତ୍ରୀ
ଭାରତ ଓ ମାଲଡୋଭା ମଧ୍ୟରେ ଶିକ୍ଷା ଓ ଗବେଷଣା ସହଯୋଗ ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ମାଲଡୋଭାର ଶିକ୍ଷା ଏବଂ ଗବେଷଣା ମନ୍ତ୍ରୀ ଡାନ୍ ପର୍ସିୟୁନ୍ ଏବଂ ରାଷ୍ଟ୍ରଦୂତ ଆନା ଟବାନଙ୍କୁ…
ଜନଗଣର ନେତା ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଜଣେ ଦରଦୀ ରାଜନେତା, ପରୋପକାରୀ, ସଫଳ ସଂଗଠକ, ଜାତିଭେଦର ବିରୋଧୀ ଏବଂ ନିର୍ଭୀକତାର ପ୍ରତିକ ଥିଲେ ବିରେନ ମିତ୍ର : ଅତିଥି
ଭୁବନେଶ୍ୱର,୨୬/୧୧/୨୦୨୪: ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର୍ର ଜନଗଣର ନେତା ଓ ସମାଜ-ସଂସ୍କାରକ ଭାବେ ସାଧାରଣ ମଣିଷ ଓ ସମାଜର ନିମ୍ନବର୍ଗରେ ରହୁଥିବା…
ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ
ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଅଂଶଗ୍ରହଣ ଓ ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ
ଭୁବନେଶ୍ୱର-ତା.୨୬.୧୧.୨୦୨୪-ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ…
ପୁଞ୍ଜିନିବେଶ ନାଁରେ 19.84 ଲକ୍ଷ ଟଙ୍କା ଠକେଇ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ,:ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ 19 ଲକ୍ଷ 84 ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୩ଟି ଠକେଇ ଅଭିଯୋଗ…
ସମ୍ବିଧାନ ଦିବସ ପାଳନ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
ଗାଇସିଲେଟ - ଆଜି ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ଠାରେ ରାଜବୋଡା ସମ୍ବର କୃଷକ ସଂଗଠନ ଓ ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ବ୍ଲକ ତରଫରୁ ସମ୍ବିଧାନ ଦିବସ ପାଳନ କରାଯଇଥିଲା l ପ୍ରଥମେ ଡ଼ଃ ଆମ୍ବେଦକର ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଓ ଦୀପ ଜାଳି ପୂଜା କରାଯାଇଥିଲା l ଆମ ଗଣତାନ୍ତ୍ରିକ…
ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ରେ ଚାଷୀ ସଚେତନତା ଶିବିର
ବେଲଗୁଣ୍ଠା - (ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ସଭାପତି ଚିନମ ସନ୍ତୋଷ କୁମାର ସୁବୁଦ୍ଧି ଙ୍କ ସଭାପତିତ୍ବ ରେ ସରକାର ଙ୍କ ଦ୍ବାରା ଖୋଲା ଯାଇଥିବା ଧାନ ମଣ୍ଡି ର କିପରି ସଫଳ ରୂପାୟନ ହୋଇ ପାରିବ ତାହା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ…
ଧାନକ୍ଷେତରୁ ଯୁବକଙ୍କ ଅଜଣା ଶବ ଉଦ୍ଧାର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିକଟସ୍ଥ ଏକ ଧାନ ବିଲରୁ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଆଜି ମଙ୍ଗଳପୁର ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଲୋକେ ଦେଖିବା ପରେ ଖବର…
ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର
ନବରଙ୍ଗପୁର ତା ୨୬ / ୧୧/୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ…
ହିଂସା ମୁକ୍ତ ସମାଜ ଗଠନ ଅଭିଯାନ ପାକ୍ଷିକ ର ଦ୍ଵିତୀୟ ଦିନ
ନବରଙ୍ଗପୁର :ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୟନ୍ତୀ ନଗର ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଲିଙ୍ଗ ସମ୍ବେଦନଶୀଳ ଉପରେ ଆଲୋଚନା…