Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ବଜାରରେ ପ୍ରବେଶ କଲା ଜିନ୍ଦଲ ପାନ୍ଥର ସିମେଣ୍ଟ
ଭୁବନେଶ୍ୱର/ପୁରୀ, ନଭେମ୍ବର ୨୮, ୨୦୨୪: ନୂତନତା ଓ ଉଚ୍ଚମାନର ଗୁଣବତ୍ତା ପାଇଁ ଜଣାଶୁଣା ଜିନ୍ଦଲ ପାନ୍ଥର୍ ସିମେଣ୍ଟ ଗତକାଲି ପୁରୀରେ ଆୟୋଜିତ ଏକ ଉନ୍ମୋଚନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସିମେଣ୍ଟ ବଜାରରେ ପଦାର୍ପଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସହିତ ପୂର୍ବ ଭାରତର ନିର୍ମାଣ…
ବାହାର ରାଜ୍ୟର ଧାନ ଗାଡି ଉପରେ ନଜର:ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ
ଭୁବନେଶ୍ୱର-ତା.୨୮.୧୧.୨୦୨୪: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର…
ଶିଳ୍ପ ବିଭାଗ ସାଂସ୍କୃତିକ ପରିଷଦର ୪୪ତମ ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର,୨୮/୧୧/୨୦୨୪: ଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଏହାର ୪୪ତମ ବାର୍ଷକ ଉତ୍ସବ ପାଳିତ ହୋଇଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ,…
ଜାଡ଼ରେ ଅସ୍ତବ୍ୟସ୍ତ ଓଡିଶାର ଡାର୍ଜୀଲିଙ୍ଗ ଘୁ.ଉଦୟଗିରି: ତାପମାତ୍ରା 6.2 ରେକର୍ଡ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡିଶାର ଡାର୍ଜିଲିଙ୍ଗ ଭାବେ ବେଶ ପରିଚିତ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ…
୨୯ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ: ମନମୋହନ ସାମଲ
ଭୁବନେଶ୍ୱର, ତା.୨୭/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ବିଜେପି ଏକାକୀ ରାଜ୍ୟରେ ପ୍ର୍ରଥମ ଥର ଲାଗି ସରକାର ଗଠନ କରିବା ପରେ ଶ୍ରୀ ମୋଦିଜୀ ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ ଅପରାହ୍ନରେ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ
https://youtu.be/0aRYXkH3c-s
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଏନ୍ ଏମ୍ ୱାଇ ସି ଏସ୍ ଶକ୍ତିସଦନ ର ମିଳିତ ଆନୁୁୁକୂଲ୍ୟରେ ଆଜି (ବୁଧବାର) ଜିଲ୍ଲାପାଳ ସମ୍ମେଳନ କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଓ…
ଜ଼ିଲ୍ଲାସ୍ତରୀୟ ୟୁନିଅର ରେଡ଼କ୍ରସ ଶିବିର ଉଦଯାପିତ
ବିଜେପୁର /ସୁଶାନ୍ତ ସାହୁ ବିଜେପୁରରେ ୧୦ମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲରେ ତିନିଦିନ ଧରି ଚାଲିଥିବା ଏହି ଶିବିରରେ ରେଡକ୍ରସ ପ୍ରଶିକ୍ଷଣ ସହ ସ୍ଵାସ୍ଥ୍ୟ, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ ଜିଲ୍ଲାର…
ଦେଢ ଏକର ଜମି ର ଧାନ ଗଦାରେ ନିଆ ଲାଗି ପୋଡି ପାଉଁଶ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅନ୍ତର୍ଗତ ସାନ କୋଇଲାରି ଗ୍ରାମ ର ଚାଷୀ ଚନ୍ଦ୍ର ମାଝୀ ଙ୍କ ଦେଢ ଏକର ଜମି ର ଆଜି ଦିନ ୧ ଘଣ୍ଟ ସମୟରେ ଧାନଗଦା ରେ ନିଆ ଲାଗି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ…
ଅବକାରୀ ଚଢାଉ,୧ ଗିରଫ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ର କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ଜଣେ ବ୍ୟକ୍ତି କୁ ବେନିୟମ ଦେଶୀ ମହୁଲି ମଦ ନେଉଥିବା ସମୟରେ ଗିରଫ କରିଛନ୍ତି । ଗିରଫ ଆସାମୀ ଡାବୁଗାଁ ଅବକାରୀ ଥାନା ଅଞ୍ଚଳ…
ବଡ ଧୁମ୍ ଧାମରେ ପାଳିତହେଲା ସୀମାନ୍ତ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ
(ଶାସକ ପ୍ରଶାସକ) ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ପୂର୍ବାହ୍ନ ୧୦ ଘଟିକା ସମୟରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ୍ ଭୀମରାଓ…