Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
ଖପ୍ରାଖୋଲ:-07/01(ହେମସାଗର ସାହୁ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରଠାରେ ବ୍ଲକ ସ୍ତରୀୟ ପ୍ରବାସି ଭାରତୀୟ ଦିବସ ପାଳିତ ହୋଇ ଯାଇଛି ! ଏହି ଉତ୍ସବ ପାଳନ ଅବସରରେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସାତ ଗୋଟି ଇଭେଣ୍ଟ କୁ ନେଇ ପ୍ରତି…
ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ
https://youtu.be/i2lkYxrKh1s
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଆଜି ( ମଙ୍ଗଳବାର) ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ( ମଙ୍ଗଳବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ…
ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ…
ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ଏବଂ ଯୁବ ସାମ୍ବାଦିକ ସୁଶାନ୍ତ ସାହୁ
https://youtu.be/QCH2D1W2LAQ
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ରାସ୍ତାରେ ଦୀର୍ଘ ଏକ ମାସ ହେବ ଜଣେ ଅଜଣା ବୃଦ୍ଧ ଅନାହାରରେ ରୁଗ୍ଣ ଅବସ୍ଥାରେ ଭିକ୍ଷାବୃତ୍ତି କରି ଦିନ କାଟୁଥିଲେ l ଖବର ପାଇଁ ବିଜେପୁର ଜୋନ ୨ର ଜ଼ିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ…
ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ।
ରାୟଗଡ ତା ୭/୦୧- ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜେଏସସିଆଇଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷୀ ଯନ୍ତ୍ରପାତି ମେଳା ଆଜିର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ…
ଜାତୀୟ ଯୁବ ଉତ୍ସବରେ ଭାଗ ନେଉଥିବା ୭୫ ଜଣିଆ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳର ସଫଳତା କାମନା କଲେ ରାଜ୍ୟପାଳ:
ବିକଶିତ ଭାରତ ଗଠନରେ ଯୁବ ସମୁଦାୟର ଭୂମିକା ଗୁରୁତ୍ୱପୂର୍ଣ- ରାଜ୍ୟପାଳ
ଭୁବନେଶ୍ୱର, ତା ୦୭.୦୧.୨୦୨୫ – ଚଳିତ ଜାନୁଆରୀ ମାସରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ୭୫ ଜଣିଆ ଓଡ଼ିଶା ଯୁବ ପ୍ରତିନିଧି ଦଳର ସଫଳତା କାମନା କରିଛନ୍ତି…
ମିଡିଆ କ୍ଲବ ଗୁଣୁପୁର ଏବଂ ଗୁଣୁପୁର ଆଦର୍ଶ ଥାନା ପୋଲିସ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ମିଡିଆ କ୍ଲବ ଗୁଣୁପୁର ଏବଂ ଆଦର୍ଶ ଥାନା ଗୁଣୁପୁର ଆନୁକୁଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ମିଡିଆ କ୍ଲବ ଗୁଣୁପୁରର ସଭାପତି ଅନୀଲ ସାହୁକାର, ଆବାହକ ଜିତେନ୍ଦ୍ର ଶତପଥୀ…
ବିଜେପୁରରେ କନିଷ୍ଠ ଦେୱାନୀ ଅଦାଲତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଠାରେ କନିଷ୍ଠ ଦେୱାନୀ ଅଦାଲତର ସ୍ଥାୟୀ ବିଲଡିଂର ଭିଭିପ୍ରସ୍ତର ସ୍ଥାପନ ଭରଚୁଆଲ ମାଧ୍ୟମରେ ଓଡ଼ିଶା ହାଇକାର୍ଟ ବିଚାରପତି ଚକ୍ରଧାରୀ ସରଣ ସିଂଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବରଗଡ଼ ଜିଲ୍ଲା ଦୌରାଜଜ୍ ଲୁନା ମହାନ୍ତି,…
ବାସୁଦେବପୁର ବିଜେପି ର ସାତ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା।
ବାସୁଦେବପୁର - ରାଜ୍ୟ ବିଜେପି ପକ୍ଷ ରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାନ ସଭା ମଣ୍ଡଳୀ ର ସାତ ଟି ମଣ୍ଡଳ ରେ ସାତ ଜଣ ଙ୍କ ନାମ ମଣ୍ଡଳ ସଭାପତି ଭାବ ରେ ଘୋଷଣା କରାଯାଇଛି। ଏହି କ୍ରମ ରେ ପଦ୍ମପୁର ମଣ୍ଡଳ ପାଇଁ ରତିକାନ୍ତ ଦଳାଇ, ଚାନ୍ଦିମାଳ ମଣ୍ଡଳ ପାଇଁ ଜଗବନ୍ଧୁ ମଲ୍ଲିକ, ଇରମ ମଣ୍ଡଳ…