ଓଡ଼ଗାଁ ବାର ଆସୋସିଏସନ ନୂତନ କର୍ମକର୍ତ୍ତା ନିର୍ବାଚିତ, ପୂର୍ଣଚନ୍ଦ୍ର ସଭାପତି ଓ ବଟକୃଷ୍ଣ ହେଲେ ସମ୍ପାଦକ

2

ଓଡ଼ଗାଁ,୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାର ଆସୋସିଏସନ ୨୦୨୫-୨୬ ବର୍ଷ ପାଇଁ ନିର୍ବାଚନରେ ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ କର୍ମକର୍ତ୍ତା ନିର୍ବାଚିତ ।

ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଯଜ୍ଞ ନାରାୟଣ ପାତ୍ର ଉପ ସଭାପତି, ବଟକୃଷ୍ଣ ମିଶ୍ର ସମ୍ପାଦକ, ରାଧାକାନ୍ତ ମହାପାତ୍ର ଯୁଗ୍ମ ସମ୍ପାଦକ, ଚିତ୍ତରଞ୍ଜନ ସେନାପତି ସହ ସମ୍ପାଦକ, ଚିରଞ୍ଜିବୀ ଦାସ ପାଠାଗାର ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ପାତ୍ର ନିର୍ବାଚିତ ହୋଇଛନ୍ତି। ସେହିପରି ପୂର୍ଣ୍ଣ ଚନ୍ଦ୍ର ଦୋରା, ଦିବ୍ୟରଞ୍ଜନ ପାଣିଗ୍ରାହୀ, ପ୍ରଦିପ କୁମାର ବିଷୋୟୀ, ପ୍ରଭାତ କୁମାର ପୃଷ୍ଟି, ବିବେକାନନ୍ଦ ସରସ୍ଵତୀ, ନାରାୟଣ ନାୟକ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ନେଇ ବାର ଆସୋସିଏସନର ନିର୍ବାଚନ ଅଧିକାରୀ ରବିନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.