Sign in
Sign in
Recover your password.
A password will be e-mailed to you.
ମରୁଡିର ସଫଳ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ l
https://youtu.be/_yJ_-zajVbU
ନବରଙ୍ଗପୁର ୯.୧.୨୫ : ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବରଙ୍ଗପୁର ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ମରୁଡିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l…
ପ୍ରବାସୀ ଭାରତୀୟ ଦିବସ ରେ ସଫେଇ କାର୍ଯ୍ୟ କର୍ମ ଅନୁଷ୍ଠିତ।
ବାସୁଦେବପୁର - ଭାରତୀୟ ଜନତା ପାର୍ଟି ବାସୁଦେବପୁର ପକ୍ଷ ରୁ ପ୍ରବାସୀ ଭାରତୀୟ ଦିବସ ସଫେଇ କାର୍ଯ୍ୟ କର୍ମ ବାସୁଦେବପୁର ରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବାସୁଦେବପୁର ବ୍ଲକ ପରିସର ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ସଫେଇ…
କନ୍ୟା ଭୃଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ଆଜି ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କନ୍ୟା ଭୃଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରିଥିଲେ I…
ସୁବର୍ଣ୍ଣ ଲୋକ ମହୋତ୍ସବ ର ତୃତୀୟ ଦିବସ : ରାଜ୍ୟ, ରାଜ୍ୟ ବାହାର ତଥା ଜିଲ୍ଲାର ପ୍ରତିଷ୍ଠିତ କଳାକାରଙ୍କ ଲୋକ ନୃତ୍ୟରେ…
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ଓ ପର୍ଯ୍ୟଟନର ପ୍ରାଣ କେନ୍ଦ୍ର । ଆମ ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ଖୁବ୍ ନିଆରା ବୋଲି ଅତିଥିମାନେ ମତବ୍ୟକ୍ତ କରି ଲୋକମହୋତ୍ସବ ଜିଲ୍ଲାର ସାମଗ୍ରିକ ପ୍ରଗତିର ଏକ ବଳିଷ୍ଠ ମାଧ୍ୟମ ବୋଲି ସୁବର୍ଣ୍ଣ…
ନୁଆପଡା ଜିଲ୍ଲା ଖଡିଆଳ ନିମ୍ନ ଇନ୍ଦ୍ର ଜଳସେଚନ ଅଫିସ ସମୁଖରେ ବିକ୍ଷୋଭ
ନୂଆପଡ଼ା ଜିଲ୍ଲାରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟଳୟ ନିମ୍ନ ଇନ୍ଦ୍ରଜଳ ପ୍ରକଳ୍ପ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖରିଫ ରୁତୁ ଓ ରବି ଚାଷ ପାଇଁ ଚାଷିମାନଙ୍କ ଏବର୍ଷ ର ପ୍ରଥମ ରବି ଚାଷ କରିବା ପାଇଁ ସରକାର…
ସୋଆ ଆଇଟିିଇଆର କ୍ୟାମ୍ପସ୍ ପରିସରରେ ନୂତନ କ୍ୟାଂଟିନ୍ ଉଦ୍ଘାଟିତ
ଭୁବନେଶ୍ୱର, ଜାନୁଆରୀ ୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସର ବିଏଚ୍୭ ଛାତ୍ର ନିବାସ ଡାଇନିଙ୍ଗ୍ ରୁମରେ ସୋଡେକ୍ସୋ ଫୁଡ୍ ସର୍ଭିସେସ୍ ଆଣ୍ଡ ଫ୍ୟାସିଲିଟି ମ୍ୟାନେଜମେଂଟ ଦ୍ୱାରା ଏକ ନୂତନ କ୍ୟାଂଟିନ୍…
ଜିଲା ସ୍ତରୀୟ ଶିକ୍ଷକ ବନ୍ଧୁ ମିଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ସ୍ତରୀୟ ୧୯୯୮ ଶିକ୍ଷକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁଣପୁର ଗୁଣ୍ଡିଚା ମନ୍ଦିର ନିକଟ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ୧୧ ଟି ବ୍ଲକ ରୁ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷୟତ୍ରୀ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ l ଏହି…
ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ l
ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବି ଇ ଓ ଚୁଡ଼ାମଣି ବାରିକ ଓ ସମ୍ମାନିତ ଅତିଥି ବିନୋଦ କାଳିଆ ଉଦ୍ଘାଟନ…
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା କିଟରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍ ଉଦ୍ଘାଟିତ
ଭାରତର ପ୍ରଥମ ଅନ୍ତର୍ଜାତୀୟ କଂକ୍ରିଟ୍ ଭେଲୋଡ୍ରୋମ୍
ଭୁବନେଶ୍ୱର : କିଟ୍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା…
ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ:ପାରମ୍ପାରିକ ନାଚ ଗୀତ ରେ ଦୁଲୁକିଲା ମଞ୍ଚ,
ଖପ୍ରାଖୋଲ ୮/୧( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିୟମରେ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମଶାଲ ଶୋଭାଯାତ୍ରା ଇଷ୍ଟ ଦେବୀ ମା ଡୁମେରତଲେନ ଙ୍କ ମନ୍ଦିରରୁ ଲୋକ ମହୋତ୍ସବ ମଞ୍ଚ କୁ…