Sign in
Sign in
Recover your password.
A password will be e-mailed to you.
କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ଆଜି ସ୍ଥାନୀୟ ଟାଉନହଲଠାରେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପୱାର ସଚିନ ପ୍ରକାଶ ଯୋଗ ଦେଇ ଏହାର ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କବି ଡ.…
ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଟିତ।
ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡିଆ ପଞ୍ଚାୟତ ଅଧୀନ କମାର ଗାଁ ଠାରେ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଟିତ ହୋଇ ଯାଇଛି। ତେର ତାରିଖ ରୁ ଆରମ୍ଭ ହୋଇ ସତର ତାରିଖ ରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ପ୍ରତିଦିନ ନାମ କୀର୍ତ୍ତନ ସହ ପ୍ରସାଦ ସେବନ ଭଳି କାର୍ଯ୍ୟ…
ଉଦ୍ ଘାଟନ ହେଲା ବାରାପୁର ମକର ମହୋତ୍ସବ।
ଶୀତ ସତ୍ତ୍ୱେ ଉପସ୍ଥିତ ରହିଲେ ହଜାର ହଜାର ଦର୍ଶକ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାରାପୁର ଠାରେ ମହାବୀର କ୍ଳବ୍ ପକ୍ଷ ରୁ ମକର ପଡିଆ ରେ ମକର ମହୋତ୍ସବ ୨୦୨୫ ର ଉଦ୍ ଘାଟନ ହୋଇ ଯାଇଛି। ତିନି ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଏହି ମହୋତ୍ସବ କୁ…
ବର୍ଦ୍ଧିତ ଭତ୍ତା ବଣ୍ଟନ
ଗୁଣପୁର ତା:୧୫.୦୧.୨୦୨୫ରିଖ ( ) ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଓ ଜିଲ୍ଲାପାଳ ରାୟଗଡଙ୍କ ତତ୍ୱବୋଧନରେ ଆଜି ଗୁଣ ବ୍ଲକ ତରଫରୁ ୧୮୮ଜଣ ବରିଷ୍ଠ (୮୦ ବର୍ଷରୁ ଅଧିକ) ଓ ୮୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରାଯାଇଥିଲା । ଗୁଣପୁର ବ୍ଲକ ତରଫରୁ…
ବରମୁଣ୍ଡା ଗ୍ରାମର ଭବ୍ୟ ଯୋଗେଶ୍ୱର ମଠରେ ମହା ଆଡ଼ମ୍ବର ସହିତ ମକର ସଂକ୍ରାନ୍ତି ମେଳା
ବିଜେପୁର/ ସୁଶାନ୍ତ ସାହୁ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମ ର ଭବ୍ୟ ଯୋଗେଶ୍ୱର ମଠରେ ମହା ଆଡ଼ମ୍ବର ସହିତ ମକର ସଂକ୍ରାନ୍ତି ମେଳା ତିନି ଦିନ ଧରି ପାଳନ କରାଯାଇଛି ।ମକର ସଂକ୍ରାନ୍ତି ର ପ୍ରଥମ ଦିନରେ ଗ୍ରାମର ତଥା ଆଖପାଖ ଗ୍ରାମର ମହିଳା ଭକ୍ତ ମାନେ କଳସ ଯାତ୍ରା…
ଧାନ କିଣା ତଦାରଖ ପାଇଁ ପ୍ରତି ମଣ୍ଡିରେ ନିଯୁକ୍ତ ନୋଡାଲ ଅଫିସର
ବର୍ତ୍ତମାନ ରାଜ୍ୟର ନିଯୁକ୍ତ ଅଛନ୍ତି ୩୮୯୩ ଜଣ ନୋଡାଲ ଅଧିକାରୀ ଓ ୧୦୩୧ ଜଣ ସୁପରଭାଇଜର
ଭୁବନେଶ୍ୱର-ତା.୧୪.୦୧.୨୦୨୫: ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସମାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସମାପନ ହୋଇଯାଇଛି। ଏହି ଦୁଇ ଦିବସୀୟ କ୍ରୀଡ଼ା ସମାରୋହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ତଥା କ୍ରୀଡ଼ା ପରିଷଦର ସଭାନେତ୍ରୀ…
ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି
ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସାରା ଦେଶ ବୁଲିବେ, ଯାହା ଯାହା ପାଇବେ କେବଳ କଳାହାଣ୍ଡି ମାଟିରେ ହିଁ ସେସବୁ ରହିଛି। ସାରା ଦେଶର କଳା, ସଂସ୍କୃତି, ଐତିହ୍ୟ ସମେତ ଜୀବନଚର୍ଯ୍ୟାର…
ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଇଁ ପାରଳାଖେମୁଣ୍ଡି ଚଳଚଞ୍ଚଳ ଓ ଉତ୍ସବ ମୁଖର
https://youtu.be/i5nXFfR_2Es
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀରେ ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି। ମୁଖ୍ୟତଃ ମକର ସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର…
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ସହିତ ଉଦଘାଟିତ ହେଲା ପାରବା ମଞ୍ଚ l
ଖୋଲା ମଞ୍ଚରେ ପ୍ରଦର୍ଶିତ ହେଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସାଂସ୍କୃତିକ ଖୋଲା ମଞ୍ଚ, ପାରବା ମଞ୍ଚ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବୈଦ୍ୟରାଜ…