ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ।

ଟିଟିଲାଗଡ଼ - ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଧିନସ୍ଥ ବିଜେପୁର ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂ ସୁନାଙ୍କ ଦ୍ଵାରା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ…

ଘୋଡାଖୁଣ୍ଟା ରେ ମାଘ ମଣ୍ଡେଇ ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଆଗାମୀ ୧୨ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ମାଘ ମଣ୍ଡେଇ ଯାତ୍ରା ନେଇ ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଟପଦା ସ୍ଥିତ ଅର୍ଜୁନ ଭୀମା ଗୁଡି…

ଚିକିଲି ଗ୍ରାମରେ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ରେ ଆଜି ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଗ୍ରାମ ର ଆରାଧ୍ୟ ଦେବତା ମା କାଳୀ କଙ୍କାଳୁନି ମନ୍ଦିର ଠାରେ ଆଜି ଅପରାହ୍ନ…

ଭୁବନେଶ୍ୱର ସାଂସଦ ଏବଂ ଏମସ ଗଭର୍ଣ୍ଣିଙ୍ଗ ବଡି ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ସମୀକ୍ଷା

ଭୁବନେଶ୍ୱର ଏମସକୁ ୧ନଂ କରିବା ଲକ୍ଷ୍ୟ ଏମସ ପାଇଁ ଅତିରିକ୍ତ ୧୦୦ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବିଏମସି ସେବା ଯୋଗାଇବାକୁ ପଦକ୍ଷେପ ନେବେ ଏମସ ବିକାଶ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ  କ୍ରିୟାଶୀଳ ହେବ ଏମସ ସାଟେଲାଇଟ…

ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଉର୍ଦ୍ଧ ବ୍ୟୟର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ…

 ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ  ପ୍ରକଳ୍ପର ଗୁଣବତ୍ତା ଉପରେ ଅଧିକ ନଜର ରଖିବାକୁ ଗୁରୁତ୍ୱ  ପ୍ରତି ମାସରେ ହେବ କଣ୍ଟ୍ରାକ୍ଟ ମ୍ୟାନେଜ୍‌ମେଣ୍ଟ ମିଟିଂ  କାର୍ଯ୍ୟରେ ବିଳମ୍ବ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ ସହାୟତା ପ୍ରଦାନ

ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର Animal Adoption ଆକାଉଣ୍ଟକୁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କା ପ୍ରଦାନ ଭୁବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ପୋଷ୍ୟ…

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୪.୩.୨୦୨୫: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଲୋକସଭା ସାଂସଦ ବଳଭଦ୍ର ମାଝିଙ୍କ ଅଧକ୍ଷତାରେ" ଦିଶା" କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ…

୭ତାରଖରୁ ନିଯୁକ୍ତି ମେଳା ; ଯୋଗଦେବେ ୫୦ରୁ ଉର୍ଦ୍ଧ ସଂସ୍ଥା

ପୁରୀ (ଅନିମେଶ ପଟ୍ଟନାୟକ): ଚଳିତ ମାସ ୭ତାରିଖରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ୫୦ରୁ ଉର୍ଦ୍ଧ ନିଯୁକ୍ତି ଦାତା ସଂସ୍ଥା ଯୋଗଦେବେ…

ପୁରୀ : ନୂଆ ସବ ରେଜିଷ୍ଟାରଙ୍କ କାର୍ଯ୍ୟରେ ଯୋଗଦାନ

ପୁରୀ,(ଅନିମେଶ ପଟ୍ଟନାୟକ) : ପୁରୀ ଜିଲ୍ଲା ଉପନିବନ୍ଧକ (ସବ ରେଜିଷ୍ଟାର ) ଭାବେ ସୋମବାରଦିନ ତପନ କୁମାର ତରାଇ ଯୋଗଦେଇଛନ୍ତି |୨୦୨୧-୨୨ ବ୍ୟାଚ ରେ ଓଡିଶା ପ୍ରଶାସନିକ ସେବା (ଓ ଏ ଏସ ) ପାଇବାପରେ ତାଲିମ ରେ ଅଭିଜ୍ଞତା ଅର୍ଜନ କରିଥିଲେ |ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ପ୍ରଶାସନ…

ରାଜନୈତିକ ସ୍ୱାର୍ଥ ପାଇଁ ପଂଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ

ଭୁବନେଶ୍ୱର ତା.୦୪/୦୩: ଏପ୍ରିଲ ମାସ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ ସମ୍ବିଧାନର ୭୩ତମ ସଂଶୋଧନକୁ ଲାଗୁ କରାଯାଇ…